ସ୍ନାନ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଣବ ପ୍ରକାଶ ଦାସ ।

0 158

ଯାଜପୁର,(ପିପିଟି ନ୍ଯୁଜ୍)୦୫/୦୬,ପ୍ରବିତ୍ର ସାନ୍ନ ପୂର୍ଣ୍ଣିମା ଅବସରରେ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମହାପ୍ରଭୁଙ୍କ କୃପା ଓ ଆର୍ଶୀବାଦ ରୁ ସମସ୍ତ ଜୀବନ ସୁଖ ଓ ସମୃଦ୍ଧ ମୟ ହେଉ ବୋଲି ସେ କାମନା କରିଛନ୍ତି ।ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।ରାଜ୍ୟ ବାସୀ ଙ୍କ ସୁଖ ଶାନ୍ତି କାମନା କରିବା ସହ କୋରନା ମହାମାରୀ ରୁ ଓଡ଼ିଶାରୁ ଦୂରେଇ ଯାଉ ବୋଲି ସେ ପ୍ରଥନା କରିଛନ୍ତି ।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.