ସୋରଡା ଠାରେ ଜୀବନ ଜୀବିକା ମିସନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 283

ସୋରଡା, ୧୬/୦୮(ପିପିଟି); ସୋରଡା ନିର୍ବାଚନ ମଣ୍ଡଳୀର ସୋରଡା ବ୍ଲକ ଠାରେ ଜୀବନ ଜୀବିକା ମିସିନ ଦ୍ଵାରା ଆୟୋଜିତ ବ୍ଲକ ଲେବଲ ମେଗା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ସୋରଡା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ମହୋଦୟ ଯୋଗଦାନ କରି ସୋରଡା ବ୍ଲକର ୩୬୫ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୧୦କୋଟି ଟଙ୍କାର ଋଣ ରାଶି ଚେକ ବଣ୍ଟନ କରିଥିଲେ ଓ ଗ୍ରାମୀଣ ମହିଳା ମାନେ କିପରି ସ୍ୱାବଲମ୍ବୀ ହେବେ ସେ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.