ସଟସର୍କିଟ୍ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ।

0 179

ବୋଲଗଡ,(ପିପିଟି ନ୍ଯୁଜ୍)୨୨/୦୫, ଖୋର୍ଦ୍ଧା ଜିଲ୍ଲା  ବୋଲଗଡ ବକ୍ଲ ସାଗରଗାଁ ପଞ୍ଚାୟତ ଦାସରଥି ଦଳାଇଙ୍କ  ଘରେ ସଟସର୍କିଟ୍ ଯୋଗୁଁ ନିଆଁ ଲାଗି ତିନି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଅଜିସକାଳ ୯.୩୦ ସମୟରେ  ନିଆଁ ଲାଗିଥିଲା ସେଠାରେ ଗ୍ରାମବାସୀ ନିଆଁକୁ ଆୟତ କରିପାରି ନଥିଲେ ତୁରନ୍ତ ବୋଲଗଡ ଅଗ୍ନିଶମ ବିଭାଗକୁ ଜଣାଥିଲେ ସେଠାରେ ପହଞ୍ଚି ନିଆଁକୁ ଆୟତ କରିବାକୁ ୨ଘଣ୍ଟା ଲାଗିଥିଲା । ଘରେଥିବା ଦୁଇଟି ବଳଦ, ଧାନ,ଚାଉଳ ଇତାଦ୍ୟ ପୋଡି ହୋଯାଇଥିଲା ତୁରନ୍ତ ସ୍ଥାନୀୟ ସରପଞ୍ଚ  ସୁବାଶଚନ୍ଦ୍ର ରାଇଗୁରୁ ପହଞ୍ଚି ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.