ଶେରଗଡ ଖିରିଡା ପଞ୍ଚାୟତରେ ରାସନ ସାମଗ୍ରୀ ଓ ଟଙ୍କା ବଣ୍ଟନ ।

0 122

ଶେରଗଡ,(ପିପିଟି ନ୍ଯୁଜ୍)୦୩/୦୪-ଶେରଗଡ଼ ବ୍ଲକ ର ଖିରିଡା ଗ୍ରାମ ପଞ୍ଚାୟତରେ ଗାଁ ଗାଁ ବୁଲି  ରାସନ କାର୍ଡ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଏବଂ  ୧୦୦୦ ଟଙ୍କା ହିତାଧିକାରୀଙ୍କ ମାନଙ୍କୁ ପ୍ରଦାନ କରାଯାଇଛି ଏବଂ କୋରାନା ଭୁତାଣୁ ସମ୍ପର୍କରେ  ଖିରିଡା ପଞ୍ଚାୟତର ଖିରିଡା ହଡିଚିରା ବାଲିଆ ସାନ ହାଡ଼ିଚିରା ଗାଁର ଘର କୁ ଘର ବୁଲି ବୁଲି ସରପଞ୍ଚ ଅଜିତ କୁମାର ଜେନା ସଚେତନ କରାଉଛନ୍ତି ।

Leave A Reply

Your email address will not be published.