ରାୟଗଡା ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୩ ହଜାର ପାର ।

0 398

ରାୟଗଡା ,ତା-୨୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୨,୨୭୭, ଚିକିତ୍ସିତ ସଂଖ୍ୟା ୨୫,୭୯୧, ମୃତ ସଂଖ୍ୟା ୪୦୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୧୦୦, ସୁସ୍ଥ ସଂଖ୍ୟା ୧,୭୧୨,ଚିକିତ୍ସିତ ସଂଖ୍ୟା ୧,୩୬୮ ଏବଂ ମୃତ ସଂଖ୍ୟା ୨୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୯୩ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୭ ବୋଲି ଜଣାପଡିଛି ।

Leave A Reply

Your email address will not be published.