ରାଜ୍ୟର ଦ୍ବିତୀୟ କରୋନା ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହେଲେ ।

0 31

ଭୁବନେଶ୍ୱର(ପିପିଟି ନ୍ଯୁଜ୍)୧/୦୪: କରୋନାକୁ ନେଇ ବଡ଼ ଖବର। ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ। ଭୁବନେଶ୍ୱର AIIMSରୁ ଡିସ୍‌ଚାର୍ଜ ହେଲେ ସମ୍ପୃକ୍ତ କରୋନା ଆକ୍ରାନ୍ତ। ତାଙ୍କ ବୟସ ୨୦। ସେ ସଂପୂର୍ଣ୍ଣ ସୁସ୍ଥ ଓ କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ମିଳିଛି।

Leave A Reply

Your email address will not be published.