ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୨୨୨ ।

0 1,283

ଭୁବନେଶ୍ବର ୦୨/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୨୨୨ । ପଜିଟିଭ ସଂଖ୍ୟା ୯,୧୬,୧୦୯ ଚିହ୍ନଟ ହୋଇଛନ୍ତି ୮,୮୦,୯୯୭ ଜଣ ସୁସ୍ଥ ହୋଇଥିବା ବେଳେ ୩୦,୯୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୧୦୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୬,୫୬୫ ସୁସ୍ଥ ସଂଖ୍ୟା ୧,୩୦,୬୮୪ ଚିକିତ୍ସିତ ସଂଖ୍ୟା ୫,୨୦୬, ମୃତ ସଂଖ୍ୟା ୬୬୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୭,୭୩୩ ସୁସ୍ଥ ସଂଖ୍ୟା ୭୩,୦୫୮ ଚିକିତ୍ସିତ ସଂଖ୍ୟା ୪,୩୮୧, ମୃତ ସଂଖ୍ୟା ୨୯୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୦୯୨ ସୁସ୍ଥ ସଂଖ୍ୟା ୩୨,୫୯୨ ଚିକିତ୍ସିତ ସଂଖ୍ୟା ୧୪୮ , ମୃତ ସଂଖ୍ୟା ୩୪୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୨୧୪ ସୁସ୍ଥ ସଂଖ୍ୟା ୫୮,୨୨୩ ଚିକିତ୍ସିତ ସଂଖ୍ୟା ୬୨୭ ,ମୃତ ସଂଖ୍ୟା ୩୬୦ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୭୦୦ ସୁସ୍ଥ ସଂଖ୍ୟା ୧୦,୦୩୯ ଚିକିତ୍ସିତ ସଂଖ୍ୟା ୬୧୮ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.