ଭୁବନେଶ୍ବର ୧୧/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୩ ପଜିଟିଭ ସଂଖ୍ୟା ୧୦,୫୧,୪୧୪ ଚିହ୍ନଟ ହୋଇଛନ୍ତି ୧୦,୪୦,୯୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨,୦୦୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୩୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୦୫୨ ସୁସ୍ଥ ସଂଖ୍ୟା ୧,୭୭,୫୫୪ ଚିକିତ୍ସିତ ସଂଖ୍ୟା ୯୦୦, ମୃତ ସଂଖ୍ୟା ୧୫୮୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୯୩୮, ସୁସ୍ଥ ସଂଖ୍ୟା ୯୪,୩୭୮ ଚିକିତ୍ସିତ ସଂଖ୍ୟା ୯୮, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୪୮ ସୁସ୍ଥ ସଂଖ୍ୟା ୩୩,୪୩୯ ଚିକିତ୍ସିତ ସଂଖ୍ୟା ୨୦ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୨୫୧ ସୁସ୍ଥ ସଂଖ୍ୟା ୬୧,୫୫୭ ଚିକିତ୍ସିତ ସଂଖ୍ୟା ୯୮, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।