ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା !

0 1,137

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୫/୦୪-ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ଗାଁ ନିକଟ ଖାରିଢେପ ପଡ଼ିଆରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳିଛି। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଜଣେ ନାବାଳିକା ରହିଥିବା ଜଣାପଡିଛି। ଉଭୟ ଗୋଟିଏ ଗାଁର ହୋଇଥିବା ବେଳେ ଘଟଣାକ୍ରମ ଜଣା ପଡୁନାହିଁ। ଘଟଣା ସ୍ଥଳରେ ପାଟପୁର ଥାନା ଏବଂ ପୁଡ଼ାମାରି ଫାଣ୍ଡି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.