ପୋଲସରା ବିଧାୟକ ବିଭିନ୍ନ କ୍ବାରେଣ୍ଟାଇନ୍ ସେଣ୍ଟର ବୁଲି ତଦାରଖ କଲେ ।

0 459

ପୋଲସରା,(ପିପିଟି ନ୍ଯୁଜ୍)୧୪/୦୫,ପୋଲସରା ନିର୍ବାଚନ ମଣ୍ଡଳୀର ଚଢ଼ିଆପଡା,ପଙ୍କଳବାଡ଼ି,କଣଛାଇ,ହାତୀପାଦପଲ୍ଲୀ,ଗରେଇଝୁଳି,କେନ୍ଦୁବାଡି,ପାଙ୍ଗିଡି,ଅନ୍ତରପଡା, ତାଳସାକର ଓ ଖୋଳଖାଳି ଗ୍ରାମରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯାଇ ବୁଲି ପ୍ରବାସୀ ଓଡ଼ିଆ ମାନଙ୍କ ସମସ୍ୟା ବୁଝିଛନ୍ତି।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.