ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ବାରା ଗଣମାଧ୍ୟମ ପ୍ରତିନିଧିଙ୍କୁ ସାନିଟାଇଜର ବଣ୍ଟନ ।

0 67

ପାରଳାଖେମୁଣ୍ଡି,୧୪/୦୪(ପିପିଟି ନ୍ୟୁଜ୍)- ସମ୍ବିଧାନ ପ୍ରଣେତା ଡଃ.ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ପାରଳାଖେମୁଣ୍ଡି ବିଧାୟକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସାନିଟାଇଜର ବଣ୍ଟନ କରିଛନ୍ତି । ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଧାୟକ କେ.ନାରାୟଣ ରାଓ ଗଣମାଧ୍ୟ ପ୍ରତିନିଧି ମାନଙ୍କୁ ସାନିଟାଇଜର ବଣ୍ଟନ କରିଥିଲେ ।ଏହି ଅବସର ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ  ।
ରିପୋର୍ଟ- ଦିଲ୍ଲୀପ କୁମାର ଶତପଥି

Leave A Reply

Your email address will not be published.