ପାତ୍ରପୁରୁ ଅଞ୍ଚଳରେ ବନ୍ଦେ ଉତ୍କଳ ଜନନୀ ଗାନ ।

0 132

ପାତ୍ରପୁର,(ପିପିଟି ନ୍ଯୁଜ୍)୩୦/୦୫,ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅହ୍ୱାନକ୍ରମେ  କୋରନା ଯୋଦ୍ଧାଙ୍କ ଉଦେଶ୍ୟ ରେ ସମ୍ମାନ  ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନକୁ ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ।ସେହି କ୍ରମରେ ଆଜି ଜରଡ଼ା ଥାନ ଠାରେ ଥାନା ଇନଚାର୍ଜ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ଉପସ୍ଥିତରେ ଥାନାର ସମସ୍ତ କର୍ମଚାରୀ ସାମଜିକ ଦୂରତା ରକ୍ଷା କରି କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.