ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୬,୨୮୨; ୨୪ ଘଣ୍ଟାରେ ସୁସ୍ଥ ୪୬,୧୨୧ ଏବଂ ମୃତ ସଂଖ୍ୟା ୯୦୪ ।

0 1,572

ନୂଆଦିଲ୍ଲୀ,୦୬/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସୁଦ୍ଧା ନୂତନ ଆକ୍ରାନ୍ତ ୫୬,୨୮୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୪୬,୧୨୧ ଏବଂ ୯୦୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୯୬୪,୫୩୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦,୬୯୯ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୩୨୮,୩୩୬ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୬୮,୨୬୫ ଆକ୍ରାନ୍ତ,୩,୦୫,୫୨୧ ସୁସ୍ଥ ଏବଂ ୧୬,୪୭୬ ମୃତ । ତାମିଲନାଡୁରେ ୨,୭୩,୪୬୦ ଆକ୍ରାନ୍ତ, ୨,୧୪,୮୧୫ ସୁସ୍ଥ ଏବଂ ୪,୪୬୧ ମୃତ । ଆନ୍ଧ୍ରପ୍ରଦେଶରେ ୧,୮୬,୪୬୧ ଆକ୍ରାନ୍ତ, ୧,୦୪,୩୫୪ ସୁସ୍ଥ ଏବଂ ୧,୬୮୧ ମୃତ । କର୍ଣ୍ଣାଟକରେ ୧,୫୧,୪୪୯ ଆକ୍ରାନ୍ତ,୭୪,୬୭୯ ସୁସ୍ଥ ଏବଂ ୨,୮୦୪ ମୃତ । ନୂଆଦିଲ୍ଲୀରେ ୧,୪୦,୨୩୨ ଆକ୍ରାନ୍ତ,୧,୨୬,୧୧୬ ସୁସ୍ଥ ଏବଂ ୪,୦୪୪ ମୃତ । ଉତ୍ତରପ୍ରଦେଶ ରେ ୧,୦୪,୩୮୮ ଆକ୍ରାନ୍ତ,୬୦,୫୫୮ ସୁସ୍ଥ ଏବଂ ୧,୮୫୭ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.