ପଦ୍ମପୁର,(ପିପିଟି)୨୯/୦୪ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ରେ ସବୁ ପ୍ରକାର ର ଅରାଜକତା ଦେଖାଦିଏା ରୋଗୀ ଙ୍କ ପାଇଁ ସୃଷ୍ଟି ସରକାରୀ ଡାକ୍ତରଖାନା ।ହେଲେ ଏଠି ଦେଖାଦେଉଛି ରୋଗୀ କମ୍ ,ମଟର ସାଇକେଲ,ଅଟୋରିକ୍ସା ଓ ଚାରିଚକିଆଯାନ ଅଧିକ । ସଦାସର୍ବଦା ଘୁଁ…ଘାଁ ଶବ୍ଦରେ କାର୍ଯରତ ଡାକ୍ତର କରିବ ବା କଣ ? ଏବେ କରୋନା ପାଇଁ ଲଖଡାଉନ ସ୍ଥିତି ରେ ମଧ୍ୟ ଦେଖାଦେଉଛି ମଟର ସାଇକେଲ ମାନଙ୍କ ସମାଗମ କହିବା କାହାକୁା ପୋଲିସ ର ଭୟ ରେ ଏଭଳି ଅବସ୍ଥା ହେଉଛି ବୋଲି କେତେକ ମତବ୍ୟକ୍ତ କରନ୍ତିାହେଲେ ଏଭଳି ଯାଗା ରେ ଯଦି ଭିଡ ସଦାବେଳେ ହୁଏ ତେବେ ଠିକ୍ କି? ଏଣୁ ଏଠାକାର ପୋଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଲେ ରୋଗୀ ଶାନ୍ତି ରେ ଡାକ୍ତରଙ୍କ ପରାମର୍ଶ ପାଇପାରିବା ସଙ୍ଗେସଙ୍ଗେ ଉପକୃତ ହୋଇପାରନ୍ତେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।