ବ୍ରହ୍ମପୁର,ତା-୨୪/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୫୪୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୨,୭୪୮, ଚିକିତ୍ସିତ ସଂଖ୍ୟା ୨,୯୯୧ ମୃତ ସଂଖ୍ୟା ୧,୮୫୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୨ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୮୨, ସୁସ୍ଥ ସଂଖ୍ୟା ୨୧,୫୦୭, ଚିକିତ୍ସିତ ସଂଖ୍ୟା ୨୧ ଏବଂ ମୃତ ସଂଖ୍ୟା ୨୪୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୬୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୨ ବୋଲି ଜଣାପଡିଛି ।