ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୩୧ ।

0 568

ବ୍ରହ୍ମପୁର ,ତା-୦୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୨୯୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୧,୯୫୫, ଚିକିତ୍ସିତ ସଂଖ୍ୟା ୧୪,୦୯୪, ମୃତ ସଂଖ୍ୟା ୨୦୭ ଓ ଅନ୍ଯ ମୃତ ସଂଖ୍ୟା ୪୧ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୩୨୩, ସୁସ୍ଥ ସଂଖ୍ୟା ୭,୫୨୪,ଚିକିତ୍ସିତ ସଂଖ୍ୟା ୩,୬୮୬ ଏବଂ ମୃତ ସଂଖ୍ୟା ୧୦୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୩୧ ବୋଲି ଜଣାପଡିଛି ।

Leave A Reply

Your email address will not be published.