ଗଜପତି ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୧ହଜାର ପାର ।

0 158

ପାରଳାଖେମୁଣ୍ଡି,ତା-୨୭/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୬,୭୯୨, ଚିକିତ୍ସିତ ସଂଖ୍ୟା ୯,୯୧୯, ମୃତ ସଂଖ୍ୟା ୧୪୭ ଓ ଅନ୍ଯ ମୃତ ସଂଖ୍ୟା ୩୪। ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୦୫୬, ସୁସ୍ଥ ସଂଖ୍ୟା ୬୨୭,ଚିକିତ୍ସିତ ସଂଖ୍ୟା ୪୨୦ ଏବଂ ମୃତ ସଂଖ୍ୟା ୦୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୫୦୩ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୩ ବୋଲି ଜଣାପଡିଛି ।

Leave A Reply

Your email address will not be published.