ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୮ ।

0 260

ପାରଳାଖେମୁଣ୍ଡି,ତା-୧୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୯,୨୦୬, ଚିକିତ୍ସିତ ସଂଖ୍ୟା ୧୭,୫୩୪, ମୃତ ସଂଖ୍ୟା ୩୩୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୨୮୦, ସୁସ୍ଥ ସଂଖ୍ୟା ୧,୭୯୦,ଚିକିତ୍ସିତ ସଂଖ୍ୟା ୪୭୩ ଏବଂ ମୃତ ସଂଖ୍ୟା ୧୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୪୯୬ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୮ ବୋଲି ଜଣାପଡିଛି ।

Leave A Reply

Your email address will not be published.