ଆସ୍କା,୧୪/୧୧(ପିପିଟି): ଗତ ତିନି ଦିନିଧରି ଲଗାଣ ବର୍ଷା ଫଳରେ ଆସିକା ନିର୍ବାଚନ ମଣ୍ଡଳୀର କବିସୂର୍ଯ୍ୟ ନଗର ବ୍ଲକର କନିଆରୀ, ବରିଡା ଓ ସୁବଲୟା ପରି ବିଭିନ୍ନ ଗ୍ରାମର ଚାଷ ଜମିରେ ବର୍ଷା ପାଣି ମାଡ଼ି ଯାଇଛି, ଆଜି ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଭିନ୍ନ ଗ୍ରାମ ଗୁଡିକର ଚାଷ ଜମି ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।