କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ।

0 405

ଫୁଲବାଣୀ,୦୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୫,୭୩୮, ଚିକିତ୍ସିତ ସଂଖ୍ୟା ୧୪,୬୯୯, ମୃତ ସଂଖ୍ୟା ୨୩୫ ଓ ଅନ୍ଯ ମୃତ ସଂଖ୍ୟା ୪୫ । କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୭୨, ସୁସ୍ଥ ସଂଖ୍ୟା ୪୨୮,ଚିକିତ୍ସିତ ସଂଖ୍ୟା ୩୪୧ ଏବଂ ମୃତ ସଂଖ୍ୟା ୦୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୯୯ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.