ଧନଞ୍ଜୟପୁର ଠାରେ ସାମାଜିକ ନାଟକ ଉଦ୍ଘାଟିତ ।

କୋଦଳା ,୨୬/୦୬(ପିପିଟି):ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ବାବା ଜମ୍ବେଶ୍ଵର ନାଟ୍ଯ କଳା ସଂସଦ ତରଫରୁ ସାମାଜିକ ନାଟକ କାନ୍ଦେନା ଲୁହ ସରିଯିବ ଉଦ୍ଘାଟିତ ହୋଇଯାଇଛି। ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ଦିଗାପଡା ପଞ୍ଚାୟତ…
Read More...

୪୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଗିରଫ ।

ବେଗୁନିଆପଡା ,୨୬/୦୬(ପିପିଟି):ଗଞ୍ଜାମ ବେଗୁନିଆପଡ଼ା ପୋଲିସ ପକ୍ଷରୁ ଚଢାଉ କରାଯାଇ ଓଡନଇ ଖରଖରୀ ବ୍ରିଜ ନିକଟରୁ ୪୪ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
Read More...

ଭୟଙ୍କର ବଜ୍ରପାତବି ଅଟକାଇ ପାରିଲାନି କର୍ତ୍ତବ୍ୟର ପଥ ।

ଭୁବନେଶ୍ୱର ,୨୬/୦୬(ପିପିଟି):କର୍ତ୍ତବ୍ୟ ପ୍ରତି ଅନନ୍ୟ ନିଷ୍ଠା ଓ ଦାୟିତ୍ୱବୋଧର ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୧୮୭ର ବୁଥ ସ୍ତରୀୟ ଅଧିକାରୀ ଶ୍ରୀମତୀ ପ୍ରମିଳା…
Read More...

ପକ୍ଷୀ ଜଗତର ସ୍ବାଭିମାନ ପକ୍ଷୀ ଚାତକ।

ବୋଲଗଡ଼,୨୬/୦୬ (ପିପିଟି): ମେଘ ମାଗୁଥାଏ ବର୍ଷା ଟୋପାଟିଏ ଚାତକ ଚାହିଁଛି ବାଟ, କେତେବେଳେ ଖୋଲିବ ଆକାଶ ମେଘ ହୋଇବ ବଜ୍ର ଫାଟ। ଶୋଷରେ ତା'ର କଣ୍ଠ ଶୁଖିଯାଉ ପଛେ ଛୁଏଁ ନାହିଁ ଭୂଇଁ ଜଳ,ସ୍ୱାଭିମାନୀ ପକ୍ଷୀ ସେ ଅଟେ ନିଆରା…
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଏମଏସଏମଇ ସଚେତନତା ଶିବିର ।

ବ୍ରହ୍ମପୁର,୨୬/୦୬(ପିପିଟି): ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଏମଏସଏମଇ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଜୁନ ୨୫, ୨୦୨୬ ରେ ଏକ ଏମଏସଏମଇ ସଚେତନତା…
Read More...

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୁହିକ ସଂକଳ୍ପ ।

ଛତ୍ରପୁର,୨୬/୦୬(ପିପିଟି):ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା ୧୦ ଦିନବ୍ୟାପୀ “ନିଶାମୁକ୍ତ ଭାରତ ଅଭିଯାନ” ଗୁରୁବାର ଛତ୍ରପୁରଠାରେ…
Read More...

ଜୁନ୍ ୨୮ ରୁ ବିଏମସି ଅଞ୍ଚଳରେ ପୋଲିଓ ଟୀକାକରଣ , ୦ ରୁ ୫ ବର୍ଷର ଶିଶୁଙ୍କୁ ଦିଆଯିବ ପୋଲିଓ ଟୀକା ।

ଭୁବନେଶ୍ୱର,୨୬/୦୫(ପିପିଟି):ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ହେବ ବ୍ୟାପକ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-୨୦୨୬ । ୦-୫ ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଦିଆଯିବ ପଲ୍ସ ପୋଲିଓ ବୁନ୍ଦା । ଏହି କାର୍ଯ୍ୟକ୍ରମ…
Read More...

ମାଲକାନଗିରି ଜିଲ୍ଲାକୁ ବଡ଼ ସଫଳତା: ପରିଗଣନା ଫର୍ମ ଡିଜିଟାଇଜେସନରେ ଓଡ଼ିଶାରେ ପ୍ରଥମ ।

ମାଲକାନଗିରି,୨୫/୦୬(ପିପିଟି): ପରିଗଣନା ଫର୍ମ ଡିଜିଟାଇଜେସନ କାର୍ଯ୍ୟକୁ ସଫଳତାର ସହ ଶେଷ କରି ଓଡ଼ିଶା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ମାଲକାନଗିରି ଜିଲ୍ଲା। ଏହି ଅଭୂତପୂର୍ବ ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ…
Read More...

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ।

ଭୁବନେଶ୍ୱର, ୨୫/୦୬(ପିପିଟି):ପବିତ୍ର ଶ୍ରୀକ୍ଷେତ୍ର ପୁରୀର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର । ପୁରୀକୁ ସମ୍ମିଳନୀ,…
Read More...

ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଶେଷ ହେବାକୁ ଆଉ ମାତ୍ର ୩ ଦିନ ।

ଭୁବନେଶ୍ୱର, ୨୫/୦୬(ପିପିଟି):ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ  ଅଭିଯାନ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟବ୍ୟାପୀ ଏହି ବୃହତ୍ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ଶେଷ ହେବାକୁ ଆଉ ମାତ୍ର ୩ ଦିନ…
Read More...