ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ।

ବ୍ରହ୍ମପୁର,୦୪/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ଗୋଷାଣୀନୂଆଗାଁ ମଣ୍ଡଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତିଙ୍କ…
Read More...

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ କ୍ରୀଡ଼ା ପ୍ରତିଯୋଗୀତା ।

ମାଲକାନଗିରି,୦୪/୦୧(ପିପିଟି):ଆଜି ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କ୍ରୀଡ଼ା ପ୍ରତିଯୋଗୀତାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରି ଅଧ୍ୟକ୍ଷ ଆଡମା ରାବା ମୁଖ୍ୟ ଅତିଥି…
Read More...

ନୌକା ଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ।

ମାଲକାନଗିରି,୦୪/୦୧(ପିପିଟି): ସତୀଗୁଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ପରିସରରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ଚାଳନା ପ୍ରତିଯୋଗିତା ଦାୟିତ୍ୱରେ ଥିବା କମିଟିର ଏକ ବୈଠକ ଉପନିର୍ଦ୍ଦେଶକ,ମତ୍ସ୍ୟ ବିଭାଗ, ନରସିଂହ…
Read More...

ସ୍ବାସ୍ଥ୍ୟ ସେବା ପାଇଁ ଦୁଇଟି ମୋଟର ବାଇକ ଆମ୍ବୁଲାନ୍ସ ଯୋଗାଣ ।

ମାଲକାନଗିରି,୦୪/୦୧(ପିପିଟି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁବେଳେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯାଉଛି। ଆଜି…
Read More...

ଏକତା ମହିଳା ମଞ୍ଚ ପକ୍ଷରୁ ସାଧାରଣ ବୈଠକ।

ବୋଲଗଡ଼,୦୪/୨୩(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତର କୃଷ୍ଣପ୍ରସାଦ ଗ୍ରାମର ଆଦିବାସୀ ସାହିରେ ଏକତା ମହିଳା ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ଆବାହିକା ଶ୍ରଦ୍ଧାକାଶ୍ୟପ, ଓଡିଶା ରାଜ୍ୟ…
Read More...

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ବେଲଗୁଣ୍ଠା,୦୪/୦୧(ପିପିଟି): ନିକଟରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ବେଲଗୁଣ୍ଠା ସ୍ଥିତ ପଟେଲ୍ ରୋଡ଼୍ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମାମିନୀ ମହାପାତ୍ରଙ୍କୁ ବିଦ୍ୟାଳୟ ପରିସରରେ ଭାବ…
Read More...

ମାଲ୍ୟବନ୍ତ ମହୋତ୍ସବ ପାଇଁ ଆଦିବାସୀ ଲୋକନୃତ୍ୟକୁ ଚୟନ ।

ମାଲକାନଗିରି,୦୩/୦୧(ପିପିଟି): ଜିଲ୍ଳାର ପାରମ୍ପରିକ ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆୟୋଜନ ହେଉଛି ମାଲ୍ୟବନ୍ତ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ସଂସ୍କୃତି ଭବନ…
Read More...

ବାଇକ ଦୁର୍ଘଟଣାରେ ଆଇନଜୀବିଙ୍କ ମୃତ୍ୟୁ ।

ଭଞ୍ଜନଗର,୦୩/୧୨(ପିପିଟି): ଭଞ୍ଜନଗର ୯ନଂ ୱାର୍ଡ ମାଲ ସାହିରେ ରହୁଥିବା ଆଇନଜୀବି ସୁରଜିତ କୁମାର ପଣ୍ଡାଙ୍କର ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି।ଆଜି ସକାଳେ କୌଣସି କାମରେ ସୁରଜିତ ବାଇକ ଯୋଗେ ଗାଲେରୀ ଗ୍ରାମକୁ…
Read More...

ଦଶ ଜଣ ଶିକ୍ଷା ସହାୟକ ଓ ସହାୟିକା କର୍ମରୁ ବିରତ ।

ମାଲକାନଗିରି,୦୨/୦୧(ପିପିଟି): ସମଗ୍ର ଶିକ୍ଷା ମାଲକାନଗିରି ଜିଲ୍ଲା ଦ୍ବାରା ଚୁକ୍ତି ଭିତ୍ତିକ ଶିକ୍ଷା ସହାୟକ/ସହାୟିକା ଭାବେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୨୦୧୬ ମସିହାରୁ ନିଯୁକ୍ତି ପାଇଥିବା ୧୦ ଜଣଙ୍କୁ ଦୀର୍ଘ…
Read More...

ଦୁଇ ଅସହାୟ ଭଉଣୀଙ୍କ ଘର ପୋଡି ପାଉଁଶ,ସହାୟତାର ହାତ ବଢ଼ାଇଲା ବିପଦର ବନ୍ଧୁ ।

ଭଞ୍ଜନଗର,୦୨/୦୧(ପିପିଟି): ଅଗ୍ନିକାଣ୍ଡ ଘଟି ଦୁଇ ଅସହାୟ ଭଉଣୀଙ୍କ ଘର୍ ପୋଡି ପାଉଁଶ ହୋଇଯାଇଛି। ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ପଞ୍ଚାୟତ ଭୁଷୁଭୁଷା ଗ୍ରାମରେ ବାସ କରୁଥିବା ଦୁଇ ଅବିବାହିତ ଭଉଣୀ ଅରଲୁ ପାତ୍ର ଓ ଛୋଟି…
Read More...