ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ: ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର କଲେ ସମୀକ୍ଷା ।

କେନ୍ଦ୍ରାପଡା,୦୯/୦୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି…
Read More...

ରଜ ପାଇଁ ସଜବାଜ, ହାତଠାରି ଡାକିଲାଣି ଦୋଳି।

ବୋଲଗଡ଼,୦୯/୦୬(ପିପିଟି): ଆଉ ଦିନ କେଇଟାରେ ଆସିବ ରଜ। ରଜ ପାଇଁ ଗାଁଠାରୁ ସହର ସବୁଠି ରଜ ପାଇଁ ପ୍ରସ୍ତୁତି ଜୋରଦାର ଧରିଛି । ଝିଅମାନେ ରଜ ୩ଦିନ ପାଳନ ପାଇଁ ନୂଆ ପୋଷାକ, ଦୋଳି ଖେଳିବା, ପିଠା ଖାଇବା, ଖେଳକୁଦ ଓ ମୁଉଜ…
Read More...

ଆଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ସହିଦ ।

ମାଲକାନଗିରି ୦୯/୦୬(ପିପିଟି) :ମାଲକାନଗିରି ଜିଲ୍ଲା ସୀମାନ୍ତ ବର୍ତ୍ତୀ ଛତିଶଗଡ଼ ରାଜ୍ୟର ସୁକମା ଜିଲ୍ଲାର କୋଣ୍ଟାରେ ଆଇଇଡି ବିସ୍ଫୋରଣ ଯୋଗୁଁ କୋଣ୍ଟା ଡିଭିଜନର ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ମୃତ୍ଯୁ ବରଣ…
Read More...

କଳମ୍ବରେ ମଣ୍ଡି ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଓ ଜନ୍ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ।

ପୋଲସରା,୦୯/୦୬ (ପିପିଟି): ପୋଲିସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲମ୍ବ ପଞ୍ଚାୟତ ଠାରେ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ନୂତନ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଆୟୋଜିତ ଜନ ଅଭିଯୋଗ ଶୁଣାଣି ଏବଂ ସାଙ୍ଗଠନିକ…
Read More...

ମେଗା ଭତ୍ତା ବଣ୍ଟନ ଶିବିରରେ ମନ୍ତ୍ରୀ ଏଵଂ ସାଂସଦ ଯୋଗଦେଲେ।

ପୋଲସରା ,୦୯/୦୬(ପିପିଟି) : ଆଜି ପୋଲସରା ଠାରେ ମେଗା ଭତ୍ତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏବଂ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନଙ୍କ ଅଧ୍ୟକ୍ଷତାରେ…
Read More...

ସୁଚରିତ୍ର ସମ୍ମାନ” ପାଇଲେ କବି କେଶବ ଚନ୍ଦ୍ର ନାୟକ ।

ମାଲକାନଗିରି,୦୮/୦୬(ପିପିଟି);ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଓଡ଼ିଆ ସାହିତ୍ୟର ଯେଉଁଠି ସୂର୍ଯ୍ୟାସ୍ତ, ସେଠି ପଙ୍କରୁ ପଙ୍କଜ ଜନ୍ମଦେଲା ଭଳି ଅହରହ ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି କବି କେଶବ ଚନ୍ଦ୍ର ନାୟକ…
Read More...

ଟାଟା ପାୱାର ବିନା ସୂଚନାରେ ମିଟର ବଦଳ, ଥାନାରେ ଏତଲା ।

ବ୍ରହ୍ମପୁର,୦୮/୦୬(ପିପିଟି) :ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଘଟଣା ଟାଟା ପାୱାର ବିନା ସୂଚନାରେ ମିଟର ବଦଳ କରିଛି । ଗ୍ରାମର ସ୍ବର୍ଗତ ଅରକ୍ଷିତ ପାଢ଼ୀଙ୍କ ଘର ବନ୍ଦ ଥିବା ସ୍ୱତେ ବିନା ସୂଚନା ରେ ନିଜକୁ ଟାଟା…
Read More...

ମହାନ ସଙ୍ଘ ପକ୍ଷରୁ ଡ଼ ପି ସି ସାହୁଙ୍କ ସ୍ମୃତିଚାରଣ ସଭା ।

ବ୍ରହ୍ମପୁର,୦୮/୦୬(ପିପିଟି):ହିଲପଟଣା ସ୍ଥିତ ମହାନ ସଙ୍ଘ କାର୍ଯ୍ୟାଳୟ ପରିସରରେ ଓଡ଼ିଶାର କ୍ଷ୍ୟାତନାମା ଡାକ୍ତର ପ୍ରଫେସର ପି. ସି. ସାହୁଙ୍କ ଏକାଦଶ ମୃତ୍ୟୁ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଡାକ୍ତର ସାହୁ…
Read More...

ନବରଙ୍ଗପୁର ଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ।

ନବରଙ୍ଗପୁର,୦୮/୦୬: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ…
Read More...

ବସରୁ ଗଞ୍ଜେଇ ଜବତ, ଗାଡି କଣ୍ଡକ୍ଟର, ଖାଲସୀ ଗିରଫ ।

ହରଭଙ୍ଗା,୦୮/୦୬ :ବୌଦ୍ଧ କୁଶଙ୍ଗରୁ ଭୁବନେଶ୍ୱର ଯାତ୍ରା କରୁଥିବା ଏକ ଘରୋଇ ଯାତ୍ରୀବାହି ବସରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ହରଭଙ୍ଗା ଅବକାରୀ ବିଭାଗ ବଦଲା ନିକଟରେ ମାଡ଼ିବସିଲା। ଗାଡିର ସିକ୍ରେଟ ଚ୍ୟାମ୍ବରରୁ ୦୮…
Read More...