କୋର୍ଟ ପରିସରରେ ମଦ ପିଇଦେଲେ ଅଭିଯୁକ୍ତ;ଗୁରୁତର ଭାବେ କୋଦଳା ହସ୍ପିଟାଲରେ ଚିକିତ୍ସିତ ।
କୋଦଳା,୧୬/୧୨(ପିପିଟି):କୋର୍ଟ ପରିସରରେ ମଦ ପିଇଦେଲେ ଅଭିଯୁକ୍ତ । କୋର୍ଟକୁ ବିଚାରଣା ଦେବାକୁ ଆସିଥିଲେ, କେହି ସଂପର୍କୀୟ ତାଙ୍କୁ ଭେଟିବା ପାଇଁ ଆସିଥିଲେ। ସେଠାରେ ମଦ ପିଇ ପରବର୍ତ୍ତୀ ସମୟରେ ଅସୁସ୍ଥତା ଅନୁଭବ କରିବା ସହ…
Read More...
Read More...