କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ ।

ବ୍ରହ୍ମପୁର,୦୧/୧୦(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ"ର ଏକ କାର୍ଯ୍ୟକାରିଣୀ ବୈଠକ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୁରଳ, ସୁରେଶ…
Read More...

ସ୍ନାନ ପାଇଁ ଯାଇ ପୋଖରୀରେ ବୁଡି ଯୁବକ ମୃତ ।

ଗଜପତି,୦୧/୧୦ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବାଘଶାଳା ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳଦେବୀ ଗ୍ରାମର ଜଣେ ଯୁବକ ସ୍ନାନ ପାଇଁ ପୋଖରୀକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଜି ସକାଳୁ ଜୟଚନ୍ଦ୍ର ବେହେରା (୨୭)…
Read More...

ଭାଙ୍ଗିଲା ପୂଜା ମଣ୍ଡପ ତାଜା, ୩ ଆହତ ।

କଟକ,୦୧/୧୦: ରାଜାବଗିଚା ଅଞ୍ଚଳରେ ବୁଧବାର ଅଘଟଣ ଘଟିଛି। ସ୍ଥାନୀୟ ପୂଜା ମଣ୍ଡପର ତାଜା ଭାଙ୍ଗି ଯାଇଛି । ଏଥିରେ ୩ ଆହତ ହୋଇଥିଲାବେଳେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରଜାବଗିଚା ସର୍ବୋଦୟପୁର ପୂଜା କମିଟି…
Read More...

***ଇଛାର ଇସ୍ତାହାର***

ଜୀବନ ବିପନ୍ନ ଏବେ ଘାଣ୍ଟେ ଜରା ବ୍ୟାଧି ଆୟୁଷ ମୋ ଯାଏ ସରି କାଳ ହୁଏ ବୃଦ୍ଧି । ନାହିଁ ଇଛା ଧନ ସଞ୍ଚି କୃପଣ ବୋଲାଇ ପର ତଣ୍ଟି କାଟି ଅପବାଦକୁ ମୁଣ୍ଡାଇ । କି ହେବ ସମ୍ପଦ ମୋର ଥାଉ ଭାବ ସ୍ନେହ ମଲେ କିଛି ଯିବ ନାହିଁ -…
Read More...

ରୋଟାରୀ ଓ ଇନର୍ ହୁଇଲ କ୍ଲବ ଦ୍ୱାରା ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ।

ଭଞ୍ଜନଗର, ୦୧/୧୦(ପିପିଟି):ନବରାତ୍ରୀ ପାଳନ ଅବସରରେ ଭଞ୍ଜନଗର ରୋଟାରୀ କ୍ଲବ ଓ ଇନର୍ ହୁଇଲ କ୍ଲବ ମିଳିତ ଆନୁକୂଲ୍ୟରେ ବାଇପାସ ରୋଡ଼ରେ ଥିବା କାର୍ଯ୍ୟାଳୟ ଠାରେ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଭଳି ଏକ…
Read More...

ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ଶିକ୍ଷକ କର୍ମଶାଳା ।

ଭଞ୍ଜନଗର, ୩୦/୦୯(ପିପିଟି):ଗତ ୩ଦିନ ଧରି ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ମୋଟ ୯ଟି ବିଦ୍ୟାଳୟର ୮୦ଜଣ ଗୁରୁମା, ଗୁରୁଜୀଙ୍କୁ ନେଇ ଉତ୍ତମ ଶିକ୍ଷାଦାନ ସମ୍ପର୍କିତ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ…
Read More...

ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ।

ଯାଜପୁର,୩୦/୦୯(ପିପିଟି): ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଲୀ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ବିଜୁ ଜନତା ଦଳର ଯୁବ ସଂଗଠକ ମନୋଜ କୁମାର ମେଲସାଣ୍ଡିଙ୍କ ଧର୍ମପତ୍ନୀଙ୍କ ଅକାଳ ବିୟୋଗ ହୋଇଛି । ତାଙ୍କ ପତ୍ନୀଙ୍କ…
Read More...

୩ଲକ୍ଷ ଟଙ୍କାର ଅଫୁଟା ବାଣ ଜବତ; କାରଖାନା ମାଲିକ ଗିରଫ ।

ନୀଳଗିରି,୩୦/୦୯: ବାରୁଦ ଗଦା ଭିତରେ ପଶି ଆଜି ନୀଳଗିରି ପୁଲିସ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫୁଟା ବାଣ ସହ ସରଞ୍ଜାମ ଜବତ କରିଛି । ଏନେଇ କାରଖାନା ମାଲିକକୁ ଗିରଫ କରାଯାଇଛି । ନୀଳଗିରି ଥାନା ଅଧୀନ ମର୍ଦ୍ଦରାଜପୁର ଗାଁରେ…
Read More...

କାଜୁ ଜଙ୍ଗଲ ରୁ ନାବାଳକର ଗଳିତ ମୃତ ଦେହ ଉଦ୍ଧାର ।

ଭଞ୍ଜନଗର, ୩୦/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଆଜି ଜଣେ ନାବାଳକର ଗଳିତ ମୃତଦେହ ଠାବ ହୋଇଛି।ନାବାଳକ ଜଣଙ୍କ ଗତ ୩ଦିନ ହେଲା ନିଖୋଜ ଥିବା ଜଣାପଡ଼ିଛି।ପରିବାର…
Read More...

ଛେଳି ଚୋରୀ ଘଟଣାରେ ୪ଅଭିଯୁକ୍ତ ଗିରଫ ।

ଭଞ୍ଜନଗର, ୩୦/୦୯(ପିପିଟି ):ତାର ସିଂ ଥାନା ଲେମ୍ବେଇ ଗ୍ରାମର କବିରାଜ ଗୌଡ଼ଙ୍କ ଗୁହାଳରୁ ଏକ ଅଣ୍ଡିରା ଛେଳି ଚୋରି ଘଟଣାରେ ପୋଲିସ ଉକ୍ତ ଛେଳିକୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରିବା ସହ ଘଟଣାରେ…
Read More...