ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ ।

ସୁବର୍ଣ୍ଣପୁର ,୦୫/୧୧(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପବିତ୍ର କାର୍ତ୍ତିକ ପଞ୍ଚୁକ ଉତ୍ସବର ରାସ ପୂର୍ଣ୍ଣମୀ ପର୍ବ…
Read More...

ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ ।

ଗୋପାଳପୁର,୦୫/୧୧(ପିପିଟି): ଗୋପାଳପୁର ବେଳାଭୂମି ଠାରେ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ୨୦୨୫ ଜିଲ୍ଲପାଳ ୱି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ…
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ।

ବ୍ରହ୍ମପୁର,୦୫/୧୧(ପିପିଟି): ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ଓ ପେନସନଭୋଗୀଙ୍କ ପାଇଁ ଏକ ସ୍ବତନ୍ତ୍ର ଆର୍ଥିକ…
Read More...

ପଞ୍ଚୁକ ପାଇଁ ୨୬ତମ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ।

ବୋଲଗଡ଼,୦୫/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଓ ଅନନ୍ତା ପଲ୍ଲୀ ଗ୍ରାମର ପଶ୍ଚିମେଶ୍ୱର ଙ୍କ ପୀଠରେ ପଞ୍ଚୁକ ଅବସରରେ ପାଞ୍ଚ ଦିନଧରି ୨୬ତମ ବିଶ୍ୱ ଶାନ୍ତି ମହାଯଜ୍ଞ…
Read More...

ଘୁମୁସର ଲେଖିକା ସଂସଦର ବୋଇତ ଭଷାଣି ଉତ୍ସବ ।

ଭଞ୍ଜନଗର, ୦୫/୧୧(ପିପିଟି ): ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ସର୍ବଦା ଚେଷ୍ଟିତ ଭଞ୍ଜନଗର ଅଞ୍ଚଳର ଘୁମୁସର ଲେଖିକା ସଂସଦ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାତଃ ସମୟରେ…
Read More...

***କବିର ପରିଭାଷା***

ହୃଦୟର ଭାଷା ନିଖୁଣ ଭାବରେ କବିତାରେ ରୂପ ଦେଇ.... ବ୍ଯକ୍ତ ଯେ କରିବ ବାସ୍ତବ ସ୍ବରୂପ କବି ବୋଲି ତାଙ୍କୁ କହି....!! କବି ହେବା ପାଇଁ ଶବ୍ଦର ଜ୍ଞାନ ରହିଥିବ ମସ୍ତିଷ୍କରେ.... ତେବେ ଯାଇ ଧୈର୍ଯ୍ଯ ସାହସ ବାନ୍ଧିବ…
Read More...

***ଆ.କା.ମା.ବୈ***

(ଆ)ରେ ଆଷାଢ (କା) ରେ କାର୍ତ୍ତିକ (ମା) ରେ ମାର୍ଗଶିର ମାସ.... (ବୈ)ରେ ବୈଶାଖ ନାମ ଠିକ ଠିକ ବୋଇତ ବନ୍ଦାଣେ ଘୋଷ.....!! କାର୍ତ୍ତିକ ପୂର୍ଣ୍ଣିମା ବ୍ରହ୍ମ ମୁହୂର୍ତ୍ତରେ ଓଡ଼ିଆଣୀ ନାରୀ ଉଠି..... ସୁଦ୍ଧ ସ୍ନାନ…
Read More...

ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା କଂସାରୀପଡା ଠାରେ ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ତରଫରୁ ଗୋକୁଲାଷ୍ଟମୀ ମହୋତ୍ସବ ଆୟୋଜନ ନେଇ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏହା ଚଳିତ ମାର୍ଗଶିର ମାସ…
Read More...

ସୋନପୁର କଲେଜରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି ):ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ ଅବସରରେ ୧୧ ଓଡ଼ିଶା ବାଟାଲିଅନ ଏନସିସି ବଲାଙ୍ଗିର ଅଧୀନସ୍ଥ ସୋନପୁର କଲେଜ, ସୋନପୁରର ଏନସିସି କ୍ୟାଡେଟମାନଙ୍କ ଏବଂ ସୋନପୁର କଲେଜ…
Read More...

ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ ।

ବାଲିଗୁଡ଼ା,୦୪/୧୧(ପିପିଟି): କନ୍ଧମାଳ ଜିଲ୍ଲା ପୋଲିସ ଆନୁକୁଲ୍ୟରେ ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ଆୟୋଜିତ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ…
Read More...