ଶହେ ଶଯ୍ୟା ବିଶିଷ୍ଟ ଆଦର୍ଶ ଗୋଶାଳା ପାଇଁ ଶୁଭ ଦେଲେ କବିସୂର୍ଯ୍ୟନଗର ବିଧାୟିକା ।
କୋଦଳା,୦୭/୦୬(ପିପିଟି); ଗାଈଙ୍କ ପାଇଁ ହଷ୍ଟେଲ । ମଣିଷଙ୍କ ପରି ପକ୍କା ଘରେ ରହିବେ ଗୋରୁ ଗାଈ । ଆମେ ଯେମିତି ଘରେ ରହୁଛୁ ଗାଈ ଗୋରୁ ବି ଘରେ ରହିବେ । ସେମାନେ ଏଣେ ତେଣେ ସୋଇବେନି କି ଖରା ବର୍ଷାରେ ବୁଲିବେନି। ସୁରକ୍ଷିତ…
Read More...
Read More...