ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା; ୨ଗୁରୁତର ।

ଭଞ୍ଜନଗର,୦୭/୦୬(ପିପିଟି); ପାଖେଇ ଆସୁଛି ସାବିତ୍ରୀ ଅମାବାସ୍ୟା।ତେଣୁ ଏହାର ପ୍ରସ୍ତୁତିକୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର। ଏଭଳି ସମୟରେ ସୋମବାର ତାରସିଙ୍ଗି ଥାନା ଅନ୍ତର୍ଗତ କଳିଙ୍ଗ ପଦର ଗ୍ରାମର ଲାଲୁ ପ୍ରସାଦ…
Read More...

୧୧ କେଭି ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ।

ବେଲଗୁଣ୍ଠା,୦୭/୦୬(ପିପିଟି);ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧିନ ଲାଠିପଡା ବିଟ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ସୂଚନା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୧୧୮।

ଭୁବନେଶ୍ବର ୦୭/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୧୧୮। ପଜିଟିଭ ସଂଖ୍ୟା ୮,୧୯,୨୧୪ ଚିହ୍ନଟ ହୋଇଛନ୍ତି ୭,୩୯,୩୭୬ ଜଣ ସୁସ୍ଥ ହୋଇଥିବା ବେଳେ ୭୬,୭୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୦୩୫ ଜଣଙ୍କର ମୃତ୍ୟୁ…
Read More...

ଏରସମା କୃଷକ ସଭା ପକ୍ଷରୁ ୫ ଓ ୬ ଜୁନ ଚେତାବନୀ ଦିବସ ଓ ସଂକଳ୍ପ ଦିବସ ଭାବେ ପାଳିତ ।

ଏରସମା,୦୬/୦୬(ପିପିଟି);ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଅଖିଳ ଭାରତ କୃଷକ ସଭା ଏରସମା ବ୍ଲକ କମିଟି ପକ୍ଷରୁ ଏରସମା ସିପିଆଇ କାର୍ଯ୍ୟାଳୟ ରମାକାନ୍ତ ଭବନ ସମ୍ମୁଖରେ…
Read More...

କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବି ।

ଜଗତସିଂହପୁର,୦୬/୦୬(ପିପିଟି);କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହର ଦାବି ନେଇ ଆଜି ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ଉଗାଳପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ଟି…
Read More...

ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ,୦୬/୦୬(ପିପିଟି); ଆଜି ଶେରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଅନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ…
Read More...

ବିଶ୍ଵ ପରିବେଶ ଦିବସ ପାଳିତ ।

ବେଲଗୁଣ୍ଠା,୦୬/୦୬(ପିପିଟି); ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଧ୍ୟକ୍ଷତାରେ କଂସାରୀ ସାହି ରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। କଂସାରୀ ସାହିର ବାସିନ୍ଦା ବେଲଗୁଣ୍ଠା ସହରରେ ଯେପରି…
Read More...

ବିଶ୍ୱ ପରିବେଶ ଦିବସରେ କାଟିଦେଲେ ଶତାଧିକ ବାଉଁଶ ଗଛ,ଚାଲଣ ବେଳେ ଧରିଲା ବନ ବିଭାଗ ।

ବେଲଗୁଣ୍ଠା,୦୫/୦୬(ପିପିଟି); ଜଗନ୍ନାଥପ୍ରସାଦ ରେଞ୍ଜ କ୍ଷେତମୁଣ୍ଡଳୀ ଅଂଚଳରେ ଆଜି ଏକ ଟ୍ରାକ୍ତର ରେ ଶତାଧିକ କଞ୍ଚା ବାଉଁଶ କାଟି ଚାଲାଣ କରାଯାଉଥିବା ବେଳେ ଖବର ପାଇ ବିଭାଗ ପକ୍ଷରୁ ଗାଡିକୁ ଅଟକ ରଖାଯାଇଛି । ଖବର ପ୍ରକାରେ…
Read More...

ମନ୍ତ୍ରୀଙ୍କ ଦ୍ୱାରା ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ।

ରାୟଗଡା,୦୬/୦୬(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଝାମରାଗୁଡା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ…
Read More...