ସରକାର ଚାହିଁଲେ ପେଟ୍ରୋଲ ଦର ହ୍ରାସ ହୋଇ ପାରିବ : ଡ ସ୍ମୃତି ରଞ୍ଜନ ଲେଙ୍କା ।

ଭୁବନେଶ୍ବର,୦୯/୦୬(ପିପିଟି) : ସ୍ବେଛାସେବୀ ଅନୁଷ୍ଠାନ ସୋସାଇଟି ଚେଞ୍ଜର୍ସ ପକ୍ଷରୁ ଅନୁଷ୍ଠାନର ସଭାପତି ସାରଦା ପ୍ରସାଦ ଦାସଙ୍କ ସଭାପତିତ୍ବରେ " ଇନ୍ଧନ ଦର ବୃଦ୍ଧି କାରଣ ଓ ନିରାକରଣ" ଶୀର୍ଷକ ଉପରେ ଭର୍ଚ୍ୟୁଅଲ…
Read More...

ସାବିତ୍ରୀରେ ସୂର୍ଯ୍ୟଙ୍କୁ ଲାଗିବ ପରାଗ; ପୂଜା ସମୟ ନେଇ ଦ୍ୱନ୍ଦରେ ସାବିତ୍ରୀ ।

ବେଲଗୁଣ୍ଠା,୦୯/୦୬(ପିପିଟି),ସଧବା ଓଡି଼ଆଣିଟିଏ ଉତ୍କଣ୍ଠାର ସହିତ ଚାହିଁ ରହିଥାଏ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିକୁ । ଏହି ଦିନ ସେ ତାର ଜନ୍ମଜନ୍ମାନ୍ତରର ସାଥୀ ତଥା ଇହ କାଳ ପରକାଳର ଦେବତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୦୧୯।

ଭୁବନେଶ୍ବର ୦୯/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୧୯। ପଜିଟିଭ ସଂଖ୍ୟା ୮,୩୧,୧୨୯ ଚିହ୍ନଟ ହୋଇଛନ୍ତି ୭,୫୬,୬୪୧ ଜଣ ସୁସ୍ଥ ହୋଇଥିବା ବେଳେ ୭୧,୩୧୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୧୨୩ ଜଣଙ୍କର ମୃତ୍ୟୁ…
Read More...

କରୋନା ସଚେତନତା ବାର୍ତ୍ତା ବାହକ ଯାନର ଶୁଭାରମ୍ଭ ।

ବାଲିଗୁଡା,୦୮/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ଦ୍ଵାରା କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନକୁ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ଆନୁଷ୍ଠାନିକ ଭାବେ…
Read More...

କରୋନା କାଳରେ ବାଲିଗୁଡା ୧୨୭ ବାଟାଲିୟନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ।

ବାଲିଗୁଡ଼ା,୦୮/୦୬(ପିପିଟି):ଦୀର୍ଘ ଦିନ ଧରି କରୋନା ଯୋଗୁଁ ସବୁ କିଛି ବନ୍ଦ ହୋଇ ଯାଇଛି, ଏହି ପରିପ୍ରେକ୍ଷୀରେ ବିଶେଷ କରି ଗରିବ ଖଟିଖିଆ ତଥା ଦିନ ମଜୁରିଆ ପରିବାର ଲୋକେ ବିଶେଷ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ…
Read More...

ଜିଲ୍ଲାର ଶିଶୁ ମାନଙ୍କ କରୋନା ଜନିତ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ ।

ଛତ୍ରପୁର,ତା.୦୮/୦୬(ପିପିଟି); କରୋନା ସଂକ୍ରମଣ ଠାରୁ ଶିଶୁ ମାନଙ୍କର ସୁରକ୍ଷା କରିବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମାନ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ…
Read More...

୧୦୫ ବଲା ସହ ଟ୍ରାକ୍ଟର ଜବତ,ଆସାମୀ ଫେରାର ।

ମାଲକାନଗିରି,ତା:୦୮/୦୬(ପିପିଟି); ବାଲିମେଳା ବନାଳାଞ୍ଚ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତ ନିକଟସ୍ଥ ସାରିଆ ପଲ୍ଲୀ ଗ୍ରାମରୁ ଏକ ବଲା ବୋଝେଇ ଟ୍ରାକ୍ଟର ବନ କର୍ମଚାରୀମାନେ ଜବତ କରିବାରେ ସଫଳ ହୋଇଛନ୍ତି । ତେବେ ଆସାମୀ…
Read More...

କାଦୋଦାର ମଣ୍ଡିରେ ତାଲା ପକାଇବା ଘଟଣା,ପ୍ରଶାସନର ପ୍ରତିଶୃତି ପରେ ମଣ୍ଡିରୁ ତାଲା ଖୋଲିଲେ ଚାଷୀ ।

ଉଲୁଣ୍ଡା,୦୮/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ମଣ୍ଡିରେ ଧାନ କିନାରେ ଅବ୍ୟବସ୍ଥାକୁ ନେଇ ଶନିବାର ଅଂଚଳରକେତେକ ଚାଷୀ ତାଲା ପକାଇ ଦେଇଥିଲେ । ଫଳରେ ତିନିଦିନ ହେଲା ଧାନ ବିକ୍ରି ବନ୍ଦ ରହିଥିଲା ।…
Read More...

ମୁନିଗୁଡା ପୋଲିସକୁ ମିଳିଛି ବଡ ସଫଳତା ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜଵତ ସହ ୪ଗିରଫ।

ରାୟଗଡା,୦୮/୦୬(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଏକ ଘରୁ ୫୫୩ କେଜି ଗଞ୍ଜେଇ ଜବତ କରିଛି। ଚନ୍ଦ୍ରପୁରୁ ବ୍ଲକ ଅଧିନସ୍ଥ ଡାଙ୍ଗସୋରଡା ପଞ୍ଚାୟତର କୁଟୁଡୁକୁପା ଓ ମୁଚିକିଗୁଡା ଛକର ଗୋଟିଏ ଘରେ ଏହି ଗଞ୍ଜେଇ ରଖି…
Read More...