Browsing Category

ରାଜ୍ୟ ଖବର

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନେତୃତ୍ୱ ବିକାଶ ମିଶନ ବୈଠକ।

ଭୁବନେଶ୍ୱର ,୨୦/୦୯(ପିପିଟି ): ରବିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ଦ୍ୱାରା ‘ନେତୃତ୍ୱ ବିକାଶ ମିଶନ” ଅନ୍ତର୍ଗତ ଏକ ଆଲୋଚନା ଚକ୍ର ଓ…
Read More...

ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ ।

ଭୁବନେଶ୍ୱର,୨୦/୦୯(ପିପିଟି): ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଆଶୁତୋଷ ପାଇକରାୟ ଆଜି ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟକ୍ରମ ଓ…
Read More...

ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ କାର୍ଯ୍ୟକ୍ରମରେ ସନ୍ଦର୍ଭ ଉପସ୍ଥାପନ କଲେ ସଚିବ ।

ଭୁବନେଶ୍ୱର,୨୦/୦୯(ପିପିଟି): ଓଡ଼ିଶା ନିଜର ଅଭିଜ୍ଞତାକୁ କେବେ ସମ୍ପୂର୍ଣ୍ଣ ବୋଲି ଦାବି କରେନାହିଁ, ବରଂ ବୃତ୍ତିଗତ ଆଦାନ-ପ୍ରଦାନର ଭାବନା ସହ ସମୃଦ୍ଧ ପରମ୍ପରା ଓ ନୂତନ ଉଦ୍ଭାବନଗୁଡ଼ିକରୁ ଶିଖିବା ପାଇଁ ସର୍ବଦା ପ୍ରସ୍ତୁତ…
Read More...

ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ ଠାରେ ବାଚସ୍ପତି ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ କାର୍ଯ୍ୟକ୍ରମରେ ଯୋଗଦାନ ।

­ଭୁବନେଶ୍ୱର ୧୯/୦୯(ପିପିଟି): ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥାରେ ଗଣତନ୍ତ୍ରକୁ ଅନେକ ନୂତନ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି । ପ୍ରଯୁକ୍ତିବିଦ୍ୟା ବଦଳୁଛି ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହେଉଛି । ଗଣତନ୍ତ୍ର…
Read More...

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ ।

ବାଲିଗୁଡ଼ା, ୧୯/୦୯(ପିପିଟି): ନିଜକୁ ଆର୍‌ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ଭାବେ ପରିଚୟ ଦେଇ ଲୋକଙ୍କୁ ଠକେଇବା ଅଭିଯୋଗରେ ସାରଙ୍ଗଡ଼ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଧର୍ମେନ୍ଦ୍ର…
Read More...

ନୂଆ ରେଞ୍ଜ ନୁହେଁ, ତଳସ୍ତରରେ ପୁଲିସ ବ୍ୟବସ୍ଥା ସୁଦୃଢ଼ କରିବା ଜରୁରୀ ।

ଯାଜପୁର,୧୯/୦୯(ପିପିଟି ):ନୂଆ ପୁଲିସ ରେଞ୍ଜ ଗଠନ କଲେ କ’ଣ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ବଡ଼ ପରିବର୍ତ୍ତନ ଆସିବ, ଏହା ପରିବର୍ତ୍ତେ ନୂଆ ଥାନା ପ୍ରତିଷ୍ଠା, ଖାଲି ପଡ଼ିଥିବା ପୁଲିସ ପଦପଦବୀ ପୂରଣ ଓ ଥାନାଗୁଡ଼ିକର…
Read More...

ଡାକ୍ତର ନାହାଁନ୍ତି, ରୋଗୀ ଆସୁଛନ୍ତି, କୋଦଳାରେ ସ୍ୱାସ୍ଥ୍ୟସେବାକୁ ନେଇ ବଡ଼ ପ୍ରଶ୍ନ ।

ବେଗୁନିଆପଡ଼ା,୧୯/୦୯(ପିପିଟି):ମଣିଷର ମୂଲ୍ୟବାନ ସମ୍ପଦ ହେଉଛି ସ୍ୱାସ୍ଥ୍ୟ। ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ସହ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର…
Read More...

ଆନନ୍ଦବନରେ ପାଳିତ ହେଲା ବିଶ୍ୱ ବାଉଁଶ ଦିବସ ୨୦୨୬, ଉଦ୍‌ଘାଟିତ ହେଲା ବାଉଁଶ ହାଟ ।

ଭୁବନେଶ୍ୱର, ୧୮/୦୯(ପିପିଟି): ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ) ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ନଗରସ୍ଥିତ ଆନନ୍ଦବନଠାରେ ବିଶ୍ୱ ବାଉଁଶ ଦିବସ–୨୦୨୬ ପାଳନ କରାଯାଇଛି। ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ…
Read More...