Browsing Category

ରାଜ୍ୟ ଖବର

ଛାତ୍ର ସଂସଦ ନିର୍ବାଚନ ପରେ ପଞ୍ଚାୟତ ନିର୍ବାଚନ ମୁହାଁ ତିନି ପ୍ରମୁଖ ଦଳ ।

ଭୁବନେଶ୍ୱର, ୧୮/୧୦: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହେବା ପରେ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ରାଜନୈତିକ…
Read More...

ପାର୍ବଣ ଆରମ୍ଭରୁ ରାଜଧାନୀରେ ଟ୍ରାଫିକ୍ ଯନ୍ତ୍ରଣା ।

ଭୁବନେଶ୍ୱର,: ପାର୍ବଣ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ସହରର ମୁଖ୍ୟ ରାସ୍ତା, ପ୍ରମୁଖ ଛକ ଏବଂ ଜାତୀୟ ରାଜପଥରେ ଯାନବାହନର ଲମ୍ବା ଧାଡ଼ି ଲାଗୁଥିବାରୁ ଯାତାୟାତ ବାଧାପ୍ରାପ୍ତ…
Read More...

ପୂଜା ମଣ୍ଡପ ବୁଲିବେ ନବୀନ ପଟ୍ଟନାୟକ।

କଟକ,୧୮/୧୦(ପିପିଟି): ଦୁର୍ଗାପୂଜାରେ ଉତ୍ସବମୁଖର ହୋଇଉଠିଛି ରୂପାର ସହର କଟକ। ଏହି ଅବସରରେ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି ବିଜୁ ଜନତା ଦଳର ନେତୃତ୍ୱ ମଣ୍ଡଳୀ। ଆଗାମୀ…
Read More...

ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଭବ୍ୟ ସ୍ୱାଗତ, ଆସନ୍ତାକାଲି ଶପଥ ଗ୍ରହଣ ।

ଭୁବନେଶ୍ୱର, ୧୭/୧୦: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶୁକ୍ରବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ତାଙ୍କୁ ଗାର୍ଡ…
Read More...

ଜାତୀୟ ବିଦ୍ୟାଳୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାକୁ ଓଡ଼ିଶା ଦଳରେ ଚିକିଟିର ୪ ଖେଳାଳି ମନୋନୀତ ।

ଚିକିଟି, ୧୭/୧୦(ପିପିଟି): ଓଡ଼ିଶାର ବକ୍ସିଂ କ୍ରୀଡ଼ା ଜଗତ ପାଇଁ ଗୌରବର ବିଷୟ। ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଅଣ୍ଡର-୧୪ ବାଳକ ବକ୍ସିଂ ବିଭାଗରେ ଅଂଶଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌ର ୪ ଜଣ…
Read More...

ଅକ୍ଟୋବର ୨୫ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଭୁବନେଶ୍ୱର, ୧୭/୧୦(ପିପିଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ତାଙ୍କର ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ…
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, କିଚକେଶ୍ୱରୀଙ୍କୁ କରିବେ ଦର୍ଶନ ।

ଭୁବନେଶ୍ୱର, ୧୭/୧୦(ପିପିଟି ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିରରେ…
Read More...

ସରପଞ୍ଚଙ୍କୁ ୧୦ ହଜାର, ନାଏବ ସରପଞ୍ଚଙ୍କୁ ୪ ହଜାର ଟଙ୍କା; ୬ ମାସର ସମ୍ମାନ ରାଶି ମଞ୍ଜୁର ।

ଭୁବନେଶ୍ୱର,୧୬/୧୦(ପିପିଟି): ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଖୁସି ଖବର। ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଛଅ ମାସର…
Read More...

ଓଏଲ୍ଏଚ୍ଏମ୍ ତୃତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ।

ଭୁବନେଶ୍ୱର, ୧୬/୧୦(ପିପିଟି): ସହରାଞ୍ଚଳର ଗରିବ, ଅସହାୟ ଓ ଅବହେଳିତ ବର୍ଗଙ୍କୁ ସୁଲଭ ଆବାସ ଯୋଗାଇଦେବା ସହ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହ…
Read More...