Browsing Category

ରାଜ୍ୟ ଖବର

ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗ: ଫ୍ୟାକ୍ଟ୍ରି ଓ ବଏଲର ଅଧିକାରୀଙ୍କ ୭ ଠିକଣାରେ ରେଡ୍ ।

ସମ୍ବଲପୁର, ୨୯/୦୯: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପର୍କିତ ଠିକଣାଗୁଡ଼ିକରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ…
Read More...

ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓବିଡିଏର ପ୍ରୟାସକୁ ମିଳିଲା “ପ୍ରମାଣ” ସାର୍ଟିଫିକେଟ୍‌ ।

ଭୁବନେଶ୍ୱର, ୨୯/୦୯(ପିପିଟି): ଓଡ଼ିଶାର ବାଉଁଶ କ୍ଷେତ୍ର ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବେ ଭାରତୀୟ ବନ ଓ କାଠ ପ୍ରମାଣୀକରଣ ଯୋଜନା ଅଧୀନରେ “ପ୍ରମାଣ” ସାର୍ଟିଫିକେଟ୍‌ ଆଜି ମାନ୍ୟବର କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ…
Read More...

ନୂଆଖାଇ ଭେଟଘାଟରେ ଡ. ସତ୍ୟଜିତ ନାୟକଙ୍କୁ ସମ୍ବର୍ଦ୍ଧନା ।

କଟକ, ୨୮/୦୯(ପିପିଟି): ଭୁବନେଶ୍ୱରର ଶ୍ରୀବିହାର, ପଟିଆସ୍ଥିତ ଅଘରିଆ ଭବନରେ ଗତ ରବିବାର ଅଗ୍ରଗାମୀ ଅଘରିଆ ସମାଜ, ଓଡ଼ିଶା ପକ୍ଷରୁ ‘ନୂଆଖାଇ ଭେଟଘାଟ–୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ଏହି ଅବସରରେ…
Read More...

ନୂଆଖାଇ ମାଟି, ମଣିଷ ଓ ଭାଇଚାରାର ଜୀବନ୍ତ ପରିଚୟ: ଡ. ସତ୍ୟଜିତ୍ ନାୟକ ।

କଟକ,୨୭/୦୯(ପିପିଟି ):ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକାଦଶତମ ନୂଆଖାଇ ଭେଟଘାଟ–୨୦୨୬ରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଭିନ୍ନ ବିଧାୟକ ଓ ଅନ୍ୟ ଅତିଥିମାନେ…
Read More...

ପର୍ଯ୍ୟଟନ ଆମ ଐତିହ୍ୟ, ସଂସ୍କୃତି ଓ ପ୍ରକୃତି ସହ ଯୋଡ଼ିବାର ସେତୁ: ଡ. ସତ୍ୟଜିତ୍ ନାୟକ ।

କଟକ,୨୭/୦୯(ପିପିଟି): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଡ. ସତ୍ୟଜିତ୍ ନାୟକ, IPS କହିଛନ୍ତି ଯେ ପର୍ଯ୍ୟଟନ କେବଳ ନୂଆ ସ୍ଥାନ ପରିଦର୍ଶନ କରିବାର ମାଧ୍ୟମ…
Read More...

ଭୂସ୍ଖଳନ ପରେ କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା ।

କନ୍ଧମାଳ ,୨୬/୦୯(ପିପିଟି): ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଏବେ ଭୂସ୍ଖଳନର ଗୁରୁତର ଝୁମ୍ପରେ। ଗତ କିଛିଦିନ ମଧ୍ୟରେ ଘାଟିରେ ଦୁଇ ଦୁଇଥର ଭୂସ୍ଖଳନ ହେବା ପରେ ରାସ୍ତା ସମ୍ପୂର୍ଣ୍ଣ…
Read More...