Browsing Category
ସାହିତ୍ୟ
ବଂଶୀବଟ ତ୍ରୈ ମାସିକ ଆଧ୍ୟାତ୍ମିକ ପତ୍ରିକା ର ଷୋଡଶ ତମ ବାର୍ଷିକୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ ଉଦଯାପିତ…
ବ୍ରହ୍ମପୁର,୨୦/୧୨(ପିପିଟି): ଗତକାଲି ବଂଶୀବଟ ତ୍ରୈ ମାସିକ ଆଧ୍ୟାତ୍ମିକ ପତ୍ରିକା ର ଷୋଡଶ ତମ ବାର୍ଷିକୋତ୍ସବ ଏବଂ ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ ଆଙ୍କୁଶ ପୁର, ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ୍…
Read More...
Read More...
ବିପ୍ଲବୀ ବିର୍ସା ମୁଣ୍ଡା ।
ବିର୍ସା ମୁଣ୍ଡା ୧୮୭୫ ମସିହା ନଭେମ୍ବର ୧୫ ତାରିଖରେ ଏକ ଗରିବ ଅବହେଳିତ ନିସ୍ପେଷିତ ମୁଣ୍ଡା ଆଦିବାସୀ ସଂପ୍ରଦାୟରେ ଜନ୍ମ ଗ୍ରହଣ କରିଥିଲେ ।ରାଞ୍ଚି ଜିଲ୍ଲା ଅନ୍ତର୍ଗତ ଖୁଣ୍ଟି ସବ୍ଡିଭିଜନର ଆଡକି ଥାନା ନିକଟସ୍ଥ ଉଲିହାତୁ…
Read More...
Read More...
**ବର୍ଷାକାଳରେ ମାଲ୍ଯବନ୍ତ*** (କବି କେଶବ ଚନ୍ଦ୍ର ନାୟକ)
..................................
ଅତି କମନୀୟ ମାଲ୍ଯବନ୍ତ ଗିରି
କବି କି ବର୍ଣ୍ଣିବ ଅପରୂପ ଶୀରି..!!
ବର୍ଷା କାଳ ଯେଣୁ ହେଲା ପ୍ରବେଶ
ଶୁଷ୍କ ତରୁଗଣ ହେଲେ ଉଲ୍ଲାସ...!!
ଚୁମ୍ବନ ଦେଲେ ମନ୍ଦରକୁ ଅମ୍ବୁଜ…
Read More...
Read More...
କବି କେଶବ ଚନ୍ଦ୍ର ନାୟକ ପାଇଲେ ପ୍ରତିଭା ସମ୍ମାନ ।
ମାଲକାନଗିରି,୦୩/୧୦(ପିପିଟି):ମାଲକାନଗିରି ଜିଲ୍ଲାର ଗୌରବ ତଥା ଓଡିଆ ସାହିତ୍ଯର ଅନ୍ଯତମ ବିନ୍ଧାଣୀ କବି କେଶବ ଚନ୍ଦ୍ର ନାୟକଙ୍କୁ ଗାନ୍ଧି ଜୟନ୍ତୀ ପରିପ୍ରକ୍ଷୀରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ପାଣିକୋଇଲି "ମୋ କବିତା…
Read More...
Read More...
***ସାମ୍ବାଦିକତା*** (କବି କେଶବ ଚନ୍ଦ୍ର ନାୟକ)
ଆହା କି ବିଚିତ୍ର ସାମ୍ବାଦିକ ବୃତ୍ତି
ଚତୁର୍ଥ ସ୍ତମ୍ଭ ପ୍ରହରୀ.....
ଦୁନିଆର ଦୁଃଖ ଜଞ୍ଜାଣ ବୁଝିଣ
ନିଜର ନଥାଏ ଶୀରି....!!
କେହି କର୍ମକରେ ଖବର କାଗଜେ
କିଏ ଦୂର ଦର୍ଶନରେ....
ସଜାଗ ସର୍ବଦା କର୍ମେ ତତ୍ପରତା
ମନ…
Read More...
Read More...
***ମମତାମୟୀ ଜନନୀ***
***ମମତାମୟୀ ଜନନୀ***
(କବି କେଶବ ଚନ୍ଦ୍ର ନାୟକ
ମା ତୋ କ୍ଷୀର... ଅମୃତ
ମା ତୋ କୋଳ.... ସ୍ବର୍ଗ
ମା ତୋ ଚୁମ୍ବନ.... ମମତା
ମା ତୋ ବାକ୍ଯ....ଭାଗବତ
ମା ତୋ ହସ...ଚନ୍ଦ୍ରମା
ମା ତୋ ପଣତ...ଅଭୟ
ମା ତୋ…
Read More...
Read More...
ମମତାମୟୀ ମାଁ
""""""'"""""""""""
ମାଁ ର ମମତା ସ୍ନେହଭରା କଥା
କରୁଣାର ସିଏ ସାଗର ,
ଦୀପଭଳି ଜଳି ଆଲୋକ ଦିଏ ସେ
ନାହିଁ ତାର ପଟାନ୍ତର ।।
ସ୍ବର୍ଗୀୟ ଆନନ୍ଦ ଅମୃତର ଗଙ୍ଗା
ଆମ ହୃଦେ ଭରିଦିଏ,
ଯାହାର ଆଶିଷେ ଜୀବନଟା ଗଢ଼ା…
Read More...
Read More...
ଭାଗ୍ୟ ହାତେ ବନ୍ଧା ।
ଅଦିନ ବର୍ଷା ରେ ଧୋଇ ହୋଇଗଲାଯାହା ଆବଶ୍ୟକ ଥିଲା ।ଅନାବଶ୍ୟକ ସେ ଯାହା ରହିଗଲାଏକି ନିର୍ଣ୍ଣୟ ଭଲା ?ଆଜି ଯେ ଆପଣା ପର ସିଏ କାଲିଏକଥା ତ ଚିରନ୍ତନ ।ତଥାପି ଏକ ନୂତନ ସମ୍ପର୍କପ୍ରତୀକ୍ଷଣେ ଆକଳନ ।କୋଣ ଅନୁକୋଣ ସବୁଠି!-->!-->!-->…
Read More...
Read More...
ଖୋଜୁଛି । (କବି କେଶବ ଚନ୍ଦ୍ର ନାୟକ)
କଣ ଗୋଟେ ହଜିଲା ହଜିଲା ଲାଗୁଛିମନେ ମନେ ଖୋଜୁଛି……ଆକାଶ ଗୋଟା ଖୋଜିଲି ମନ ଯାନରେ ବସିକିଛି ମେଘ ମେଘ ଭିତରେ କୋଳା କୋଳିବଜ୍ର ନାଦ….ବିଜୁଳିର ଚକ୍ ଚକ୍ ମାଡରେମାଡି ଗଲି ଗୋଟା ପଣେ ଜହ୍ନକୁଜହ୍ନଟା ପୃଥିବୀରୁ!-->!-->!-->…
Read More...
Read More...
ସ୍ବର୍ଗୀୟ ମିଳନ ।
ଦିବାକର ଶୋହେ ଦୂର ନଭଦେହେସରସୀ ରେ ପଙ୍କଜିନିଯୋଜନ ଯୋଜନ ଦୁରତାରେ ଥାଇଚାନ୍ଦ ଚାହେଁ କୁମୁଦିନି !!
ଦୂର ବହୁଦୂର ରହି ଦିବାକରପ୍ରଣୟ ପୀୟୂଷ ଢାଳେପୁଷ୍କରିଣୀ ମଧ୍ୟେ ରୂପସୀ ପଦ୍ମିନୀକୋଟି ପ୍ରଣିପାତ କରେ !!
!-->!-->!-->!-->!-->!-->!-->…
Read More...
Read More...