Browsing Category

ସାହିତ୍ୟ

***ପ୍ରଜାପତି***

ଅପେକ୍ଷାରେ ପ୍ରଜାପତି ସକାଳେ ସକାଳେ ଫୁଟି ନାହିଁ ଫୁଲ କେଉଁ ବୃକ୍ଷ ଡାଳେ ଫିକା ଫିକା ପ୍ରଜାପତି ଡେଣା ମିଳି ନାହିଁ ପୁଷ୍ପ ମଧୁ ଭୋକେ ବାଇ ବଣା....!! ନାହିଁ ଏ ଉଦ୍ୟାନେ ସୁଗନ୍ଧ ସୁମନ ପତ୍ର ଝଡା ସବୁ ବିବର୍ଣ୍ଣ…
Read More...

***ଅମାନିଆ କାହ୍ନୁ***

ଅମାନିଆ କାହ୍ନୁ ବଇଁଶୀ ଯେତେ ମନାକଲେ କଥା ନ ମାନଇ ରାଧା ରାଧା ନାମ ହୁଏ ଘୋଷି...!! ଶିବ ଦେଇ ଥିଲେ ମୋହନ ବଇଁଶୀ ଛଅ,ନଅ,ବାର ରନ୍ଧ୍ର.... ଯହାକୁ ଡାକିବ ବଇଁଶୀ ସ୍ବରରେ ପାଖକୁ ଆସିବା ବାଧ୍ୟ..... ଏମିତି ବଇଁଶୀ…
Read More...

***ଆଉ ନ ଡାକିବୁ ରାଧିକା ବୋଲି***

ଆଉ ନ ଡାକିବୁ ରାଧିକା ବୋଲିରେ ମୂରଲୀ ତୋରେ ବାରଣ କଲିରେ ମୂରଲୀ....!! କୃଷ୍ଣ ହସ୍ତେ କିଏ ଦେଲା ମୂରଲୀ ସ୍ତମ୍ଭିତ ହୋଇଲେ ଗୋପର ବାଳି ସ୍ଥିର ହେଲା ସ୍ବନେ ଯମୁନା ଜଳ କୁଞ୍ଜେ ବିକାଶିଲା ସୁଗନ୍ଧ ଫୁଲରେ ମୂରଲୀ....!!…
Read More...

***ରୂପସୀ***

ରୂପର ପସରା ଧରିଛି ବୋଲି ମୁଁ ରୂପସୀକୁ ଡାକେ ସୁନ୍ଦରୀ.... ଆପଣା ଛାଏଁ ମୋ ମନ ହରି ନେଇ ସପନରେ ଆସେ ଥିରି ଥିରି.....!! ନାଲି ନାଲି ତା'ର ଗୋଲାପି ଅଧରୁ ଝରି ପଡେ ହସ ଖିଲି ଖିଲି.... ପୂନେଇ ଗଗନେ ମେଘ ଓଢ଼ଣୀରେ…
Read More...