Browsing Category

ସାହିତ୍ୟ

***କାଳ ବୈଶାଖୀ***

ଆକାଶରେ ନୂଆ ମେଘ ମାରେ ଘନେ ବିଜୁଳି ପବନ ବହୁଛି ଖରେ ଉଡ଼େ ପତ୍ର ଭୂ-ଧୂଳି !! ବୃକ୍ଷ ଶାଖା ନାଚେ ଶୁଭେ ପବନର ଝଙ୍କାର ସନ୍ଧ୍ୟାକାଶେ ମେଘ ବର୍ଷା ଚାରି ଆଡେ଼ ଅନ୍ଧାର !! ଦାଣ୍ଡେ ଉଡ଼େ ଚାଳ ଟିଣ ଭାଙ୍ଗେ ବୃକ୍ଷ ପ୍ରଶାଖା…
Read More...

***ମିଠା କଥା***

ମିଠା କଥା ପଦେ କୁହନ କହି ପାରିଲେ ମଉନ ରୁହ ନ ହେଲେ ଘରକୁ ଯାଅ....!! ହାଡଶୁଳା କଥା ଥାଉ କିମ୍ପା ହୁଅ ହାଉ ଯାଉ ତୁମ ଟାଣ କଥା ଚୁଲିକି ଯାଉ...!! ପର ନିନ୍ଦା ପର ଚର୍ଚ୍ଚା ତୁଛାଟାରେ ବୁଦ୍ଧି ଖର୍ଚ୍ଚା…
Read More...

“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀଂ”, ମାତୃ ଦିବସରେ ‘ମା’ (ବୋଉ) ବ୍ୟକ୍ତ କରିବା…

ବୋଲଗଡ଼,୧୨/୦୫(ପିପିଟି): 'ମା' ଶଦ୍ଦ ଟିକୁ ଲେଖିବା ଓ କହିବା ଶଦ୍ଦ କୋଷରୁ ଗୋଟିଏ ଶବ୍ଦ ଆବଶ୍ୟକ ପଡିଥାଏ 'ମା', 'ମା' ଆମ ବିଶ୍ବାସ 'ମା' ଆମର ନିଶ୍ୱାସ। ସେହି 'ମା' ର ମମତା, ତ୍ୟାଗ, ବଳିଦାନ ଓ ତପସ୍ୟା ପାଇଁ ମଣିଷ ବଡ ହୋଇ…
Read More...

***ଗ୍ରୀଷ୍ମେ ଅନୁଚିନ୍ତା***

କୋଇଲି କଣ୍ଠରୁ ଝରୁ ନାହିଁ ଆଉ କୁହୁ କୁହୁ ମିଠା ସ୍ବର.... ଗ୍ରୀଷମ ବିଷମ ତାତି ଅତିଶୟ ଶୁଖିଲାଣି ବନୁ ଝର....!! ମରିଲାଣି ଯେତେ ପାଦପ ସକଳ ଲଣ୍ଡିତ ପର୍ବତ ମାଳ.... ଗ୍ରାସିଲାଣି ସର୍ବ ତରୁ ଲତା ଗୁଳ୍ମ କରାଳ…
Read More...

***ମାନବ କର୍ମ***

ମୃତ୍ୟୁର ପଞ୍ଝାରୁ କିଏ ବା ଖସିବ ମୃତ୍ଯୁ ଦିନେ ନେବ କୋଳେଇ.... କାହିଁ ପାଇଁ ନର କରେ ଅହଂକାର ଦୁଇ ଦିନ ପାଇଁ ବଡେଇ....!! ପର ବିତ୍ତେ ଚିତ ବଳାଏ ବହୁତ ପରସ୍ବ ହରଣେ ପାଏ ଶାନ୍ତି.... ଠୁଳ କରେ ଧନ ନଦିଏଟି ଦାନ…
Read More...

***ବିଚିତ୍ର ଭୂଖଣ୍ଡ***

କି ବିଚିତ୍ର ଏ ଦେଶ ପ୍ରତି ପଦ ପଦରେ ବଦଳି ଯାଏ ଭାଷା ପୋଷାକ, ଆଚାର ବିଚାର ଆଉ ସଂସ୍କୃତି.....!! ଏତେ ଭାଷା..... ପରସ୍ପର ଅବୁଝା ପୁଣି କଥିତ କେଉଁଠି ଲିଖିତ ଆଜି ବି ଲିପି ଶୂନ୍ୟ ଭାଷା ବଞ୍ଚିଛି ପିଢ଼ି ପରେ…
Read More...

***ଆମ ଅକ୍ଷୟ ତୃତୀୟା***

ଚାଷୀ ପୁଅ ମୁଣ୍ଡେ ଧରି ଅକ୍ଷିମୁଠି ଧାନ ଟୋକେଇରେ ଲଗାଇଛି ସିନ୍ଦୁର ଚନ୍ଦନ ।୧। ସୁଦ୍ଧ ସ୍ନାନ କରି ପିନ୍ଧି ଅଛି ଧଳା ଧୋତି ମୁଣ୍ଡେ ବାନ୍ଧିଣ ପଗଡ଼ି ଚଳଇ ଝଟତି ।୨। ଯୋଡି ବଳଦ ସହିତ ଲଙ୍ଗଳ ଯୁଆଳି ଯୋଚିଛି ପଘାରେ କଷି…
Read More...

***ଶ୍ରମିକ***

ମନ୍ଦିର,ମସଜିଦ୍ ହେଉ ଗୁରୁଦ୍ବାର ଶ୍ରମିକର ହାତେ ଗଢା.... ନବଶ୍ଚୁମ୍ଭି ଅଟ୍ଟାଳିକା,ପକ୍କା ରାସ୍ତା ନିର୍ମାଣେ ଶ୍ରମିକ ଛିଡା....!! ବିନା ଶ୍ରମିକରେ କଳକାରଖାନା ଚାଲିବ କି ଦିନେ କୁହ..... ଶ୍ରମଦାନ କରିବାରୁଏହି ଦେଶ…
Read More...

***ନିରବ ଝଡ଼***

ଓଠ ସିନା ଗୋରୀ କହେ ନାହିଁ କଥା ନିରବ ନିଶବ୍ଦ ଭାବ.... ମନଟା ତୁମକୁ ମରୁଥାଏ ଝୁରି ନିରବେ କଲ୍ଲୋଳ ରାବ...!! ତୁମକୁ ଦେଖିଲା ପରେ ହୃଦୟରେ ବହୁଛି ନିରବ ଝଡ଼.... ତୁମେ ଯଦି ଗୋରୀ ହସି ଦେବ ଚାହିଁ ଫୁଟି ଯିବ ଫୁଲ…
Read More...

***ସରିନି ପ୍ରେମ***

ଫୁଲ ହସେ କି ନାହିଁ ଜଣା ନାହିଁ ଫୁଟି ଗଲେ ହସ ହସ ଲାଗେ ଫୁଲ ଡାକେ କି ନ ଡାକେ ଜଣା ନାହିଁ ଭଅଁର ଆପେ ଆପେ ଆସେ ଏମିତି ନିରବରେ ପ୍ରେମ ଚାଲିଛି ପରସ୍ପର ନା ଅଛି ଆପତ୍ତି ନା ଅଭିଯୋଗ....!! ମଣିଷର ପ୍ରେମ ବ୍ୟତିକ୍ରମ…
Read More...