Browsing Category
ସାହିତ୍ୟ
***ଟଙ୍କା ଥିଲାବାଲା***
ଟଙ୍କାଟା କରଇ କାହାକୁ ଭିକାରୀ
ଦାଣ୍ଡେ ଦାଣ୍ଡେ ଭିକ ମାଗେ....
ସେହି ଟଙ୍କା ପୁଳେ ଯା' ପାଖେ ସାଇତା
ସବୁଠି ସମ୍ମାନ ଆଗେ....!!
ଟଙ୍କା ଥିଲା ବାନା ବଡ଼ ଅହଂକାରୀ
ହାତୀ କିଣିବାକୁ ମନ...
ମିଛଟାରେ ଖାଲି ଫଅଁ ଫଅଁ ହୁଏ…
Read More...
Read More...
***ଗଣ ମାଧ୍ଯମର ଭୂମିକା***
ଗଣ ମାଧ୍ଯମକୁ ଚତୁର୍ଥ ସ୍ତମ୍ଭ କୁହାଯାଏ Iଏହା ସତ୍ଯ ଏବଂ ନିରପେକ୍ଷ ହେବା ଉଚିତ Iଏଥିରୁ ଯଦି ପଥ ଚ୍ଯୁତ ହୁଏ,ତେବେ ଗଣ ମାଧ୍ଯମ ଉପରେ ଯେଉଁମାନେ ବିଶ୍ବାସ ଭରସା କରିଥାନ୍ତି, ସେମାନ ମନରେ ଘୃଣା ସୃଷ୍ଟି ହେବ I ଆଜିକାଲି ଅନେକ…
Read More...
Read More...
***ଛେନାପୋଡ଼ ଦିବସ***
ନୟାଗଡ ଛେନା ପୋଡ଼
ସୁଦର୍ଶନ ସାହୁ କଲେ ତିଆର
ଯାଇ ଫୁଲ ଆଲୋ ଯାଇ ଫୁଲ
ଦେଶ ବିଦେଶେ ହେଲା ପ୍ରଚାର....!!
ଦି ହଜାର ବାଇଶି ଜାଣ
ତାଙ୍କ ଜନ୍ମ ଦିନ କରି ସ୍ମରଣ
ଯାଇ ଫୁଲ ଆଲୋ ଯାଇ ଫୁଲ
ଛେନାପୋଡ଼ ଦିବସ ପାଳନ....!!…
Read More...
Read More...
***ସମର୍ପଣ***
ମୁଁ ତଡାଗର କଇଁ
ଆକାଶକୁ ଚାହିଁ
ତୁମେ ଆସବ କି ନାହିଁ
ସମର୍ପିଛି ଦେହ ମନ
ଏକ ହେବା ପାଇଁ...!!
ତୁମେ ଆସିବ ବୋଲି
ଚାହେଁ ପାଖୁଡ଼ା ମେଲି
ସଜାଏ ମୋ ତନୁ ଶ୍ରୀ
ପ୍ରତି ନିଶି ଆଗମନେ
ହୃଦୟ ଖୋଲି....!!
ତୁମେ ନୀଳ ନଭେ…
Read More...
Read More...
***ନିରବ ଝଡ଼***
କୁଆଡୁ ଆସିଲା ଯୌବନ ଝଡ଼
ଦେହରେ ହୋଇଲା ପିଟି....
ମନ ଘର ମୋର ଦୋହଲି ପଡୁଛି
ହୃଦୟ ଯାଉଛି ଫାଟି...!!
କାହାକୁ ଖୋଜୁଛି ଆଜି ନିରବରେ
ଖୋଲୁ ନାହିଁ ଜମା ପାଟି...
ସୁନ୍ଦରୀ ତରୁଣୀ ଠାରେ ଆଖି ଲାଖେ
ପାଦେ ପାଦେ ପଡେ…
Read More...
Read More...
***ଅଫେରନ୍ତା ଯାତ୍ରୀ***
ସମୟ ତୁ ଅଟକି ଯାଆ
ସମୟର ସ୍ରୋତରେ ଭାସି ଭାସି
ଯେବେ କରାଳ ସାଗରରେ ଜୀବାତ୍ମା
ମିଶି ଯିବ/ବିଲୟ ହୋଇଯିବ ଜୀବନ ସରିତ...!!
ସାଗର ମଥା ପିଟେ କାହା ପାଇଁ
ଦିନରାତି/ପ୍ରତି ମୁହୂର୍ତ୍ତରେ
ବେଳା ଭୂଇଁରେ ଧକ୍କା ଖାଇ ଖାଇ…
Read More...
Read More...
***ଓଡ଼ିଆ ପୁଅ***
ଓଡ଼ିଆ ପୁଅ ମୁଁ ଓଡ଼ିଆ ମୋ ଭାଷା
ଓଡ଼ିଶା ମୋର ଗର୍ବ.....
ଓଡ଼ିଆ ମୋର ଆତ୍ମ ପରିଚୟ
ଓଡିଆତ୍ବ ବାସେ ସର୍ବ....,!!
ଓଡ଼ିଆ ଭାଷା ମୋ ଅଟେ ମାତୃଭାଷା
ସେ ଭାଷା ଅମୃତ - ମିଷ୍ଟ
କବି ସମ୍ରାଟ ଭଞ୍ଜ ବୀରବର
କାବ୍ୟାଳଙ୍କାର…
Read More...
Read More...
***ହେ ମୃତ୍ୟୁ***
ହେ ମୃତ୍ୟୁ
ତୁମେ ପାଖାପାଖି ଥାଅ
ନେବା ପାଇଁ ଆତ୍ମା
ଅପେକ୍ଷାରେ ଜଗି ବସ
ଚୁପ୍ ଚାପ୍ ଅଦୃଶ୍ୟରେ....!!
ତୁମକୁ ଫରକ୍ ପଡେନା
ବାଲ୍ଯ - କୈଶୋର - ବୃଦ୍ଧ
ଯାହାକୁ ବି କୋଳେଇ ପାର
ତୁମ ମୃତ୍ୟୁ କୋକେଇରେ...!!
ଯଦି କିଏ…
Read More...
Read More...
***ହୋଲି***
ଜୀବନ ଦୁଃଖ ପୂର୍ଣ୍ଣ
କେବେ ସୁଖ ଦେଇ ପାରିବ ନି
ଧନ- ସମ୍ପଦ -ପ୍ରାଚୁର୍ଯ୍ଯ -ସୁନ୍ଦରୀ ନାରୀ
କିବା ମଦ- ମାଂସ - ମୈଥୁନ...!!
ଯଦି ଜୀଇଁବାର ଅଛି
ଟିକେ ହସ
ଯେଉଁ ପରିସ୍ଥିତିରେ ଥାଅ ପଛେ
ନିଜକୁ ନିଜେ ସାନ୍ତ୍ଵନା ଦିଅ…
Read More...
Read More...
***ପୁଅ-ବୋହୂ***
ହାତରୁ ଦି'ହାତ ପୁଆଟା ହୋଇଲେ
ମା' ବୋଲ ମାନେ ନାହିଁ....
ବୋହୂର ମନ୍ତ୍ରଣା କାନେ ଶୁଣି ଶୁଣି
ବୁଦ୍ଧି ବାଟବଣା ହୋଇ....!!
ମା ପାଶେ ଥିଲା ଆଦର ଯେତିକି
ଅନ୍ତରୁ ପାଶୋରି ଦେଇ....
ବୋହୂର କଥାରେ ଉଠ ବସ ହୋଇ
ଥେଇ ଥେଇ…
Read More...
Read More...