Browsing Category
ସାହିତ୍ୟ
*** ନେତା,ଜନତା ଓ ଗଣତନ୍ତ୍ର***
ଭାରତ ବର୍ଷ ବ୍ରିଟିଶ ଶାସନରୁ ମୁକ୍ତିଲାଭ ପାଇଲା ପରେ ଆମେ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ ଚଳାଇ ଆସୁଛୁ। ଭାରତରେ ଗଣତନ୍ତ୍ର ପ୍ରକ୍ରିୟାରେ ୧୯୫୧ ମସିହାରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପ୍ରଧାନମନ୍ତ୍ରୀ…
Read More...
Read More...
***ମାନବ ଧର୍ମ***
ପୁଳାଏ ମାଉଁସ ହାଡ ଦୁଇ ଖଣ୍ଡି
ଧରି କି କରିବ ଗର୍ବ...
ଆଞ୍ଜୁଳେ ରକତ ବହେ ଝର ପରି
ଆପାଦ ମସ୍ତକ ସର୍ବ....!!
ପ୍ରତି ପଲକରେ ପବନ ଚାଳିତ
ପିଣ୍ଡକୁ କରେ ଜୀବନ୍ତ ....
ନିଃଶ୍ବାସ ପ୍ରଶ୍ବାସ ନାମ ବହିଅଛି
ପ୍ରାଣ ବାୟୁଟି…
Read More...
Read More...
***ହେ ଟଙ୍କା….***
ହେ ଟଙ୍କା...!
ତୁମ ପାଖେ ଅଛି କେଉଁ ମୋହିନୀ ମନ୍ତ୍ର
ସମସ୍ତେ ଦେଖି ହୁଅନ୍ତି ରଙ୍କା...!!
ହେ ଟଙ୍କା....!
ତୁମେ କାହା ପାଖେ ପୁଳା ପୁଳା ଥାଅ
ବନାଅ ସୁବର୍ଣ୍ଣ ଲଙ୍କା....
ଆଉ କହା ପାଖେ ଅଦୁଲିଏ ନାହିଁ
ମୁହଁ…
Read More...
Read More...
***ଦିନେ ଏ ମର୍ତ୍ତ୍ୟରୁ***
ଦିନେ ଏ ମର୍ତ୍ତ୍ୟରୁ ବିଦା ହେବରେ ସଜନୀ
ପ୍ରାଣ ପକ୍ଷୀ ଆମ....
ମୁଁ ବିଦା ହେବି ତୋ ଆଖି ଆଗରେ
ତୁ ବିଦା ହେବୁ ଦିନେ
ବିରହ ବିଚ୍ଛେଦ ଘାରିବ ପରାଣ
ବହୁଥିବ ଝଡ ମନେରେ ସଜନୀ
ପ୍ରାଣ ପକ୍ଷୀ ଆମ.....(ଘୋଷା)
କେତେ…
Read More...
Read More...
***ନବ ବର୍ଷରେ ଚାକର ସ୍ତୁତି***
ଆଜି ନବ ବର୍ଷ-୨୦୨୪
ଫୁଲ ତୋଡାଟିଏ ଧରି
ଅଫିସର ପାଖେ ତଳିଆ ଚାକର
ବୁଲୁଥାଏ ଘିରି ଘିରି...!!
ଫୁଲରେ ପଡ଼ିଛି ଅତର ଛିଟିକା
ବାସୁଥାଏ ଚଉ ଦିଗ...
ଡାଏରୀ ଖଣ୍ଡିଏ ଦେଇ ଉପହାର
ମୁଣ୍ଡିଆ ମାରଇ ଆଗ...!!
ହ୍ଯାପି ନିଉ ଇଅର…
Read More...
Read More...
ନୁଆଁ ବରଷରେ ଅନୁରୋଧ ମୋର ।
ଦେଖୁ ଦେଖୁ ସରିଗଲା ପୁରୁଣା ବର୍ଷ
ପଡ଼ିଲାଣି କେବେ ଜଣା,
ଥିରି ଥିରି ଆସିଲା ନୁଆଁ ବରଷ
ସତେ କେତେ ମନ ଜିଣା ll
ଖୁସିରେ ସଭିଏଁ ଆନନ୍ଦେ ନାଚନ୍ତି
ନୁଆଁ ବରଷକୁ ପାଇ,
ଆଖିର ପଲକ ପଡୁନାହିଁ ଜମା
ସବୁ ମନ ହାଇଁ…
Read More...
Read More...
***ମୋ ଅନୁଭୂତିରେ ଜଗନ୍ନାଥ***
ମୋ ଜନ୍ମ ପୁରୁଣା ଘୁମୁସର ଗଡ଼ରେ । ଏଠାରେ ଭଞ୍ଜ କୀର୍ତ୍ତି କୀରଟି ସଦୃଶ୍ୟ ବିଦ୍ୟମାନ ଜଗନ୍ନାଥ ମନ୍ଦିର। ତତ୍ ସଂଲଗ୍ନ ମହାଦେବ ମନ୍ଦିର। ଦକ୍ଷିଣ ଦିଗରେ ମା' କନକ ଦୁର୍ଗା ମନ୍ଦିର।
ଗାଁ ର ଚତୁର୍ଦିଗରେ ଗଡ ଖାଇ । ନିକଟରେ…
Read More...
Read More...
***ଝୋପଡିପଟି ଓ ରାଜନୀତି***
ବର୍ତ୍ତମାନ ସହରର ଗଳିକନ୍ଦିରେ ଯେଉଁଠି ସରକାରୀ ଜାଗା ଖାଲି ପଡିଛି, ସେଠାରେ ଝୋପଡିପଟି ଦେଖିବାକୁ ମିଳେ । ଏହି ଲୋକମାନେ ବିଶେଷ କରି କୁଲି ମଜୁରିଆ ଶ୍ରେଣୀର ଶ୍ରମିକ। ଖଟିଖିଆ ମେହନତି ମଣିଷ। ସହରରେ ବହୁ ସଂଖ୍ୟାରେ ବାବୁ…
Read More...
Read More...
ଆସ ବୁଲିଯିବା ସତୀଗୁଡା ଇକୋ-ପାର୍କ ।
ଆଗକୁ ଆସୁଛି ନବ ବର୍ଷ-୨୦୨୪ । ମନରେ ନୂତନ ଆଶା, ନୂତନ ସମ୍ଭାବନା ଆଉ ନୂତନ ଉଦ୍ଦିପନା ନେଇ । ବର୍ତ୍ତମାନ ଠାରୁ ନବ ବଧୂ ପରି ନୂତନ ରୂପରେ ସଜେଇ ହୋଇଛି ସତୀଗୁଡା ଇକୋ-ପାର୍କ ମାଲକାନଗିରି ।ସବୁଠି ସପ୍ତ ରଙ୍ଗର ବୈଚିତ୍ର୍ଯମୟ…
Read More...
Read More...
***ଅଲୋଡା ଶୀତ***
ତୁମେ ଯଦି କେବେ ଆସିବ ଗୋ ଶୀତ
ପ୍ରେମିକା ହୋଇ ନ ଆସ....
ଏବେ ତ ବିରହ ଯନ୍ତ୍ରଣା ଭୋଗୁଛି
ପ୍ରାଣ କି କରିବ ନାଶ...?
ନ ଆସିବ କେବେ ମୋ ଉଷ୍ମ ଶଯ୍ୟାକୁ
ଶିଶିର ରୂପସୀ ହୋଇ....
ତୁମ ସାନିଧ୍ଯରେ ସର୍ବାଙ୍ଗ ଥରିବ
ଯାତନା…
Read More...
Read More...