Browsing Category

ସାହିତ୍ୟ

ସେ ଆଉ ଫେରିଵ ନାହିଁ ଅଶିଣ ମାସରେ ।

ଝଡିଯିଵ କାଶତଣ୍ଡିଶୁଖିଯିବ ନଈଆଶିଣ ମାସରେ ତା'ରଫେରିବାର ନାହିଁ । ଆକାଶ ଦିଶିବ ସଫାଦିଶିଵନି ମୁହଁ ଟି ତାହାରଗାଁ ଟା ଲାଗିବ ଫାଙ୍କାଗହଳିଆ ଲାଗିବ ସହରସେ ଆଉ ଫେରିବ ନାହିଁଆଶିଣର କେଉଁ ତାରିଖରେକାଶତଣ୍ଡୀ ହସିବନି
Read More...

ସଂଗ୍ରାମ-ସଞ୍ଜୟ ଷଡଙ୍ଗୀ

ସଂଗ୍ରାମ କରି ମରି ନାହିଁ କିଏସାଲିସ କରି କେ ବଞ୍ଚି ନାହିଁସଂଘର୍ଷ କରି ମୁଁ ବଞ୍ଚି ରହିବିମୁଣ୍ଡ କୁ କେବେ ନୁଆଁଇବିନିସଂଗ୍ରାମ କରି ବଂଚିବା ଭିତରେକେତେ ସ୍ୱାଭିମାନ ରହିଅଛିସାଲିସ କରି ବଡ ଲୋକ ଯିଏମୃତ୍ୟୁ କଷ୍ଟ ଲଭି ସେ
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୯ ।

ବ୍ରହ୍ମପୁର ,ତା-୨୯/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୭,୮୨୬, ଚିକିତ୍ସିତ ସଂଖ୍ୟା ୨୯,୫୭୧, ମୃତ ସଂଖ୍ୟା ୪୭୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୬୯ ସହ
Read More...