Browsing Category

ସାହିତ୍ୟ

***ସୀତାକୁଣ୍ଡ***

ମାଲକାନଗିରି,୧୧/୧୨: ମାଲକାନଗିରି ଜିଲ୍ଲା ର ଖଇରପୁଟ ବ୍ଳକ୍ ଅନ୍ତର୍ଗତ ବଣ୍ଡାଘାଟୀ ସ୍ଥିତ ମୁଦୁଲି ପଡା ଗ୍ରାମରେ ଅବସ୍ଥିତ ସୀତାକୁଣ୍ଡ ଅତି ପବିତ୍ର ବୋଲି ଜନ ମାନସରେ ଆଦୃତ ।ଏହାର ଏକ ରାମାୟଣ ସମ୍ବନ୍ଧିତ କିମ୍ବଦନ୍ତୀ…
Read More...

***ଶୀତ***

ଶୀତ ଛୁଇଁଲାଣି ଧରଣୀର ଦେହ ପ୍ରଭାତେ ଶିଶିର ପାତ.... କୁହୁଡି ଚାଦରେ ଆବୃତ୍ତ ହୋଇଛି ଦିଗ୍ ବଳୟର ଗାତ୍ର....!! କଅଁଳ କିରଣ ଢାଳଇ ସବିତା ଦେହକୁ ନକାଟେ ଖରା.... ସୂରଜ କିରଣ ଭାରି ସୁଖପ୍ରଦ ମଧୁର କୁହୁକ ଭରା....!!…
Read More...

**ଛାଡ ଖାଇ**

ଛାଡ ଖାଇ ଏବେ ବଜାର ଭିଡ଼ ଆମିଷ ଭକ୍ଷଣେ ଇଛା ପ୍ରଗାଢ !! କାର୍ତ୍ତିକ ପୂର୍ଣ୍ଣିମା ହୋଇଲା ଶେଷ ମାର୍ଗଶିର ଏବେ ହେଲା ପ୍ରବେଶ !! ମାସକ ପାଇଁ ଛାଡିଲେ ଆମିଷ ସବୁ ଖାଦ୍ୟ ଯାକ ଲାଗଇ ବିଷ !! ଆମିଷରେ ସଦା ମନ କାମନା ଓଷା…
Read More...

କୋଶଲି ଟେଲିଫିଲ୍ମ ‘ଛାଡଖାଇ କୁନୁଆ’ ର ଶୁଭମୁକ୍ତି ।

ଉଲୁଣ୍ଡା  ,୨୪/୧୧(ପିପିଟି): ମନୋଜ କ୍ରିଏସନ୍ ତରଫରୁ କୋଶଲି ଟେଲି ଫିଲ୍ମ" ଛାଡଖାଇ କୁନୁଆ" ର ଶୁଭମୁକ୍ତି ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ହୋଇଥିବାବେଳେ ଏ…
Read More...

***ପରପୁରୁଷ***

କେଉଁ ସୁନ୍ଦରୀ ରୂପରେ ବିମଗ୍ଧ ପରପୁରୁଷ ଆଖି ତା'ର ଅମାନିଆ ତୀର ପରି ତୀକ୍ଷ୍ମ ଦୃଷ୍ଟି ସେହି ଅଲକ୍ଷ୍ୟକୁ/ସେହି ଅଗମ୍ୟକୁ ବାର ବାର ଲକ୍ଷ୍ୟ ଭେଦିବାର ଦୁର୍ବାର ପ୍ରୟାସ...!! ସୁନ୍ଦରୀକୁ ଆପଣାଇବା କୁ ନବ ନବ ଭାବନା…
Read More...

***ନାରୀ ଚରିତ୍ର***

ଏକ ସୁନ୍ଦର ଯୁବତୀ କୂଅରୁ ପାଣି କାଢି କଳସୀରେ ଭରୁଥିଲା । ଏତିକି ବେଳେ ଜଣେ ଯୁବକକୁ ତୃଷା ହେବାରୁ ସେହି କୂଅ ନିକଟକୁ ଆସି ପାଣି ମାଗିଲା। ଯୁବତୀ ଜଣ ସେହି ଯୁବକକୁ ପାଣି ପିଆଇଲା ପରେ ଯୁବକ ଜଣକ କହିଲା:- ନାରୀଙ୍କ ଚରିତ୍ର…
Read More...

***ପିଣ୍ଡା***

ଘର ପିଣ୍ତା ପରେ ମସିଣାକୁ ପାରି ବସିବାର ବଡ଼ ସଉକ.... ଗାଁ ଦାଣ୍ଡ ଦୃଶ୍ୟ ନୟନେ ପଡଇ ବସନ୍ତେ ମଳୟ ବାହକ....!! ଚାଳ ଛପରର ମାଟି ଝାଟି- ଘର ଗୋମୟରେ ଲିପା ପ୍ରଲେପ... ଗେରୁଆ ମାଟିରେ ଧାର ଦିଆ ପିଣ୍ତା ବସି…
Read More...

****ବାଣ****

ନିଆଁ ଲଗାଇଲେ ଘଟେ ବିସ୍ଫୋରଣ ବାହାରେ ପ୍ରବଳ ଧୂଆଁ.... ରଙ୍ଗ ବେରଙ୍ଗର ବଜାରେ ପ୍ରାପ୍ତ ବାଣ ବୋଲି ତା'ର ନାଁ....!! ଦୀପାବଳି ସନ୍ଧ୍ୟା ପ୍ରବେଶ ହୁଅନ୍ତେ ବାଣ ଫୁଟା ଶୁଭେ ଗର୍ଜନ... ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ…
Read More...

***ସ୍ମୃତି ରେଖା***

ଜହ୍ନ ଜ୍ୟୋତ୍ସ୍ନାରେ ଭିଜିବାକୁ ଇଛା ମନ ନୁହେଁ ମୁଁ ତଡାଗେ କଇଁ ନାହିଁ ଅପଘନେ ଯଉବନ ଚିହ୍ନ ବର୍ଣ୍ଣ ତଥାପି ବ୍ୟାକୁଳ ପ୍ରାଣ....!! ମ୍ଳାନ ଶରୀରେ ବୟସର ଅପରାହ୍ନ ବାହୁଡ଼ା ବେଳର ରବି ବିହଙ୍ଗେ ଦିଅନ୍ତି କ୍ରନ୍ଦନ ସମ…
Read More...

***ଶୟନ***

ଶୋଇପଡ଼ିଲା ଏ ଲୋକଟିଆ ଉ ଉଠିବନି....ବ ନ୍ଧୁ ପରିଜନ "ଉଠ୍ ଉଠ୍"କହି ଚିତ୍କାର କଲେ/ପରିବାର ଲୋକେ ବିକଳରେ କାନ୍ଦିଲେ/ସେ ଆଉ ନିଦ୍ରା ପରିହରି କରିବନି....!! ଚାରିଆଡେ ଚର୍ଚ୍ଚା ହେଲା:ସେ ଲୋକଟି ଚାଲିଗଲା ଆଉ…
Read More...