Browsing Category

ସାହିତ୍ୟ

***ଅଫେରନ୍ତା ଯାତ୍ରୀ***

ସମୟ ତୁ ଅଟକି ଯାଆ ସମୟର ସ୍ରୋତରେ ଭାସି ଭାସି ଯେବେ କରାଳ ସାଗରରେ ଜୀବାତ୍ମା ମିଶି ଯିବ/ବିଲୟ ହୋଇଯିବ ଜୀବନ ସରିତ...!! ସାଗର ମଥା ପିଟେ କାହା ପାଇଁ ଦିନରାତି/ପ୍ରତି ମୁହୂର୍ତ୍ତରେ ବେଳା ଭୂଇଁରେ ଧକ୍କା ଖାଇ ଖାଇ…
Read More...

***ଓଡ଼ିଆ ପୁଅ***

ଓଡ଼ିଆ ପୁଅ ମୁଁ ଓଡ଼ିଆ ମୋ ଭାଷା ଓଡ଼ିଶା ମୋର ଗର୍ବ..... ଓଡ଼ିଆ ମୋର ଆତ୍ମ ପରିଚୟ ଓଡିଆତ୍ବ ବାସେ ସର୍ବ....,!! ଓଡ଼ିଆ ଭାଷା ମୋ ଅଟେ ମାତୃଭାଷା ସେ ଭାଷା ଅମୃତ - ମିଷ୍ଟ କବି ସମ୍ରାଟ ଭଞ୍ଜ ବୀରବର କାବ୍ୟାଳଙ୍କାର…
Read More...

***ହେ ମୃତ୍ୟୁ***

ହେ ମୃତ୍ୟୁ ତୁମେ ପାଖାପାଖି ଥାଅ ନେବା ପାଇଁ ଆତ୍ମା ଅପେକ୍ଷାରେ ଜଗି ବସ ଚୁପ୍ ଚାପ୍ ଅଦୃଶ୍ୟରେ....!! ତୁମକୁ ଫରକ୍ ପଡେନା ବାଲ୍ଯ - କୈଶୋର - ବୃଦ୍ଧ ଯାହାକୁ ବି କୋଳେଇ ପାର ତୁମ ମୃତ୍ୟୁ କୋକେଇରେ...!! ଯଦି କିଏ…
Read More...

***ହୋଲି***

ଜୀବନ ଦୁଃଖ ପୂର୍ଣ୍ଣ କେବେ ସୁଖ ଦେଇ ପାରିବ ନି ଧନ- ସମ୍ପଦ -ପ୍ରାଚୁର୍ଯ୍ଯ -ସୁନ୍ଦରୀ ନାରୀ କିବା ମଦ- ମାଂସ - ମୈଥୁନ...!! ଯଦି ଜୀଇଁବାର ଅଛି ଟିକେ ହସ ଯେଉଁ ପରିସ୍ଥିତିରେ ଥାଅ ପଛେ ନିଜକୁ ନିଜେ ସାନ୍ତ୍ଵନା ଦିଅ…
Read More...

***ପୁଅ-ବୋହୂ***

ହାତରୁ ଦି'ହାତ ପୁଆଟା ହୋଇଲେ ମା' ବୋଲ ମାନେ ନାହିଁ.... ବୋହୂର ମନ୍ତ୍ରଣା କାନେ ଶୁଣି ଶୁଣି ବୁଦ୍ଧି ବାଟବଣା ହୋଇ....!! ମା ପାଶେ ଥିଲା ଆଦର ଯେତିକି ଅନ୍ତରୁ ପାଶୋରି ଦେଇ.... ବୋହୂର କଥାରେ ଉଠ ବସ ହୋଇ ଥେଇ ଥେଇ…
Read More...

***କବିତା ***

ଗୁଡ଼ାଏ ମିଠା ନଈରେ ଭାସୁଥିବା ମନ ଇ କବିତାର ରୂପ ନିଏ ନାନା ରଙ୍ଗ ରସ ହୋଇ ଜହ୍ନଟା : କାହା ଦୃଷ୍ଟି ଭଙ୍ଗିରେ କେମିତି ଭାବନା ଇ ଭିନ୍ନ ଏଣୁ ତ କିଏ ଜହ୍ନ ରାତରେ ପ୍ରେମ ପାଇଁ ସମୟଟା ସାରି ଦିଏ କବିତା ଲେଖି…
Read More...

***ପ୍ରଭାତ***

ପ୍ରଭାତ ଆସିବ ବୋଲି ବିହଙ୍ଗ ସଂଗୀତ ବୋଲି ସ୍ବାଗତ ରଚି ନାନା କୋଳାହଳ କରି ନୃତ୍ୟନ୍ତି ବୃକ୍ଷକୁ ଘେରି ଆନନ୍ଦେ କିଛି କ୍ଷଣ କ୍ଷଣ ଚାହିଁ ଦିଗନ୍ତ ବାଳଭାନୁ ଉଭାହେବେ ପୂର୍ବ ଦିଗନ୍ତ....।୧। ରକ୍ତିମ ବର୍ଣ୍ଣେ ସବିତା…
Read More...

***ବସନ୍ତ ହସ***

ବସନ୍ତ ଆଗମନେ ବିକଶି ପୁଷ୍ପ ମହ ମହ ବାସ କେଡେ ସୁବାସ ।। ମନ୍ଦ ମଳୟରେ ଶୀତଳ ସ୍ପର୍ଶ ପ୍ରଭାତେ ଚିତ୍ତକୁ କରେ ଉଲ୍ଲାସ ।। ନାନା ରଙ୍ଗ ଫୁଲ ଲାଲ ପଳାସ ଦୂରେ ଫୁଟି ଦିସେ କି ହସ ହସ ।। ପ୍ରଜାପତି ଡେଣା ଝାଡି ଅବଶ୍ୟ…
Read More...

***ରାଜନୀତି***

ଯଦି ରାଜନୀତି କରିବ ଟାଉଟର ବୁଦ୍ଧି ଧରିବ ସଚ୍ଚୋଟ ପଣକୁ ଛାଡିବ ତେବେ ତୁମେ ନେତା ହୋଇବ....!! ରାଜନୀତି ଯେବେ କରିବ ମିଛ ଯେତେ ପାର କହିବ ମିଠା କଥା କହି ମୋହିବ ମୁଚୁକୁନ୍ଦା ହସ ହସିବ.....!! ପ୍ରତିଶ୍ରୁତି ସବୁ…
Read More...