Browsing Category
ସାହିତ୍ୟ
***ମୋ ଚିନ୍ତନ***
ଅତିତରେ ଥିଲି ପିଲା
ଭବିଷ୍ଯତେ ବୁଢା...
ଅତିତରେ ପାଇ ଜନ୍ମ
ଏବେ ମୃତ୍ଯୁ ଛିଡା....!!
ଅତିତ ଗଲାଣି ସରି
ଲମ୍ବା ପଥ ଡେଇଁ....
କେମିତି କଟିଲା ଦିନ
ବୁଝି ହେଲା ନାହିଁ.....!!
ସବୁ ଲାଗେ ବର୍ତ୍ତମାନ
କିନ୍ତୁ…
Read More...
Read More...
***ନେତା***
ନିଜ ଭବିଷ୍ୟତ ଉଜ୍ଜ୍ବଳ ପାଇଁ
ନେତାଟିଏ ହେବା ଭଲ....
ପାଠ ପଢା ଅବା ଚରିତ୍ର ପଞ୍ଜିକା
ସେଥିରେ କି ଅଛି ମୂଲ...!!
ପାଠ ପଢି ପଢି ବେକରୀ ଯୁବକ
ଦାଦନ କଟୁଛି ଯାଇ.....
ପିତା ମାତା ସ୍ବପ୍ନ ହୁଏ ଧୂଳି ସାତ
ପୁଅ…
Read More...
Read More...
***ଅଙ୍କୁରୋଦଗମ ***
ତୁମ ପ୍ରତି ଯଦି ହୁଏ ଆକର୍ଷିତ
ଜାଣିବି - ଅଛି ମୋ ଯୌବନ
ତୁମ ସୌନ୍ଦର୍ଯ୍ୟର ପ୍ରଭାବ - ପ୍ରଭୃତ୍ବ - ପ୍ରୟୋଗ
ହୋଇଲେ ନିଷ୍କ୍ରିୟ
ବୁଝିବି : ସରିଲା - ମୋ ଯୁବପଣ....!!
ତୁମ ତନୁ ମନ ବିଦଗ୍ଧ ଅରଣ୍ଯେ
ଜଳିଲେ କାମନା…
Read More...
Read More...
***ସମର୍ପଣ***
ମୁଁ ତଡାଗର କଇଁ
ଆକାଶକୁ ଚାହିଁ
ତୁମେ ଆସିବ କି ନାହିଁ
ସମର୍ପିଛି ଦେହ ମନ
ଏକ ହେବା ପାଇଁ...!!
ତୁମେ ଆସିବ ବୋଲି
ଚାହେଁ ପାଖୁଡ଼ା ମେଲି
ସଜାଏ ମୋ ତନୁ ଶ୍ରୀ
ପ୍ରତି ନିଶି ଆଗମନେ
ହୃଦୟ ଖୋଲି....!!
ତୁମେ ନୀଳ…
Read More...
Read More...
ଭାରତୀୟ ସଂବିଧାନର ଜନକ ଡଃ ବାବା ସାହେବ ଆମ୍ବେଦକର ।
ଭାରତୀୟ ସଂବିଧାନର ପ୍ରଣେତା ତଥ ଭାରତୀୟ ସଂବିଧାନର ଜନକ,ମହାନସମାଜସଂସ୍କାରକ,ଦଳିତ,ପତିତ,ଅବହେଳିତ,ନିସ୍ପେଷିତ ସମାଜର ତ୍ରାଣ କର୍ତ୍ତା,ବୋଧିସତ୍ବ,ମାନବବାଦୀ,ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକର ବିଶ୍ବଦରବାରରେ ଏକ…
Read More...
Read More...
***ଟଙ୍କା ଥିଲାବାଲା***
ଟଙ୍କାଟା କରଇ କାହାକୁ ଭିକାରୀ
ଦାଣ୍ଡେ ଦାଣ୍ଡେ ଭିକ ମାଗେ....
ସେହି ଟଙ୍କା ପୁଳେ ଯା' ପାଖେ ସାଇତା
ସବୁଠି ସମ୍ମାନ ଆଗେ....!!
ଟଙ୍କା ଥିଲା ବାନା ବଡ଼ ଅହଂକାରୀ
ହାତୀ କିଣିବାକୁ ମନ...
ମିଛଟାରେ ଖାଲି ଫଅଁ ଫଅଁ ହୁଏ…
Read More...
Read More...
***ଗଣ ମାଧ୍ଯମର ଭୂମିକା***
ଗଣ ମାଧ୍ଯମକୁ ଚତୁର୍ଥ ସ୍ତମ୍ଭ କୁହାଯାଏ Iଏହା ସତ୍ଯ ଏବଂ ନିରପେକ୍ଷ ହେବା ଉଚିତ Iଏଥିରୁ ଯଦି ପଥ ଚ୍ଯୁତ ହୁଏ,ତେବେ ଗଣ ମାଧ୍ଯମ ଉପରେ ଯେଉଁମାନେ ବିଶ୍ବାସ ଭରସା କରିଥାନ୍ତି, ସେମାନ ମନରେ ଘୃଣା ସୃଷ୍ଟି ହେବ I ଆଜିକାଲି ଅନେକ…
Read More...
Read More...
***ଛେନାପୋଡ଼ ଦିବସ***
ନୟାଗଡ ଛେନା ପୋଡ଼
ସୁଦର୍ଶନ ସାହୁ କଲେ ତିଆର
ଯାଇ ଫୁଲ ଆଲୋ ଯାଇ ଫୁଲ
ଦେଶ ବିଦେଶେ ହେଲା ପ୍ରଚାର....!!
ଦି ହଜାର ବାଇଶି ଜାଣ
ତାଙ୍କ ଜନ୍ମ ଦିନ କରି ସ୍ମରଣ
ଯାଇ ଫୁଲ ଆଲୋ ଯାଇ ଫୁଲ
ଛେନାପୋଡ଼ ଦିବସ ପାଳନ....!!…
Read More...
Read More...
***ସମର୍ପଣ***
ମୁଁ ତଡାଗର କଇଁ
ଆକାଶକୁ ଚାହିଁ
ତୁମେ ଆସବ କି ନାହିଁ
ସମର୍ପିଛି ଦେହ ମନ
ଏକ ହେବା ପାଇଁ...!!
ତୁମେ ଆସିବ ବୋଲି
ଚାହେଁ ପାଖୁଡ଼ା ମେଲି
ସଜାଏ ମୋ ତନୁ ଶ୍ରୀ
ପ୍ରତି ନିଶି ଆଗମନେ
ହୃଦୟ ଖୋଲି....!!
ତୁମେ ନୀଳ ନଭେ…
Read More...
Read More...
***ନିରବ ଝଡ଼***
କୁଆଡୁ ଆସିଲା ଯୌବନ ଝଡ଼
ଦେହରେ ହୋଇଲା ପିଟି....
ମନ ଘର ମୋର ଦୋହଲି ପଡୁଛି
ହୃଦୟ ଯାଉଛି ଫାଟି...!!
କାହାକୁ ଖୋଜୁଛି ଆଜି ନିରବରେ
ଖୋଲୁ ନାହିଁ ଜମା ପାଟି...
ସୁନ୍ଦରୀ ତରୁଣୀ ଠାରେ ଆଖି ଲାଖେ
ପାଦେ ପାଦେ ପଡେ…
Read More...
Read More...