Browsing Category
ସାହିତ୍ୟ
***ସ୍ବାର୍ଥର ହାଟରେ ସଂପର୍କ ସଉଦା***
ସବୁଠି ଅଛି ସ୍ବାର୍ଥ
ନିସ୍ବାର୍ଥ କେହି ନାହିଁ ଏ ଧରାରେ
ଯିଏ କହୁଛି: ନିଜକୁ ନିସ୍ବାର୍ଥୀ
ସେ ସଂପର୍କର ସ୍ବାଦ ଚାଖି ନାହିଁ
କିବା ଛଳନାର ଆଶ୍ରୟରେ
ଆବୃତ୍ତ ମାତ୍ର....!!
ପିତା ମାତା:ବିନା ସ୍ବାର୍ଥରେ ପିଲାକୁ ଜନ୍ମ…
Read More...
Read More...
***ଦୁର୍ବଳ***
ବୟସ ବଢ଼ିବା ସାଥେ ସାଥେ
ମୁଁ ଏକା ହୋଇ ଯାଉଛି
ମୋ ଚାରି ପାଶେ ଲୋକଙ୍କ ଗହଳ
ତଥାପି ମୁଁ ନିଜକୁ ନିର୍ଜନ ନିବାସୀ....!!
ମନେ ହୁଏ
ମୁଁ ଏବେ ଅଲୋଡା ହୋଇଗଲି କି
ମନେ ମନେ ଅନେକ ପ୍ରଶ୍ନ
କାହିଁକି କେଜାଣି
ବୃକ୍ଷ ଟା…
Read More...
Read More...
*ଗାଁ କୁ ସୁନ୍ଦର*
ଗାଁ କୁ ସୁନ୍ଦର ଧାନ କ୍ଷେତ ଯେବେ
ଧଳା ଧଳା ବଗ ବସଇ....
କାର୍ତ୍ତିକ ପ୍ରବେଶେ ମିଠା ମିଠା ଶୀତ
ଦେହକୁ ଟିକିଏ ଛୁଅଁଇ.....!!
ଗାଁ କୁ ସୁନ୍ଦର ଦେଉଳର ବାନା
ଫର ଫର ଯେବେ ଉଡଇ....
ଗାଁ ବୁଢ଼ା ଯେତେ ସଞ୍ଜରେ ଏକାଠି…
Read More...
Read More...
***ଇନ୍ଦ୍ରଧନୁ***
ବର୍ଷା ଋତୁରେ ଆକାଶ ବକ୍ଷରେ
ଟାଣି ହୁଏ ସାତ ଗାର....
ସାତଟି ରଙ୍ଗର ସମାହାର ଯେଣୁ
ଇନ୍ଦ୍ରଧନୁ ନାମ ତା'ର.....!!
ସୂର୍ଯ୍ୟ କିରଣ ବର୍ଷା ବିନ୍ଦୁ ପରେ
ପତିତ ହୋଇଲେ ପୁଣି.....
ବିପରିତ ଦିଗେ ଦେଶେ ଇନ୍ଦ୍ରଧନୁ
ଅତି…
Read More...
Read More...
ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ବା ଆଷାଢ ପୁର୍ଣିମା।
ଖୋର୍ଦ୍ଧା,୨୧/୦୭(ପିପିଟି): ଗୁରୁ ପୂର୍ଣ୍ଣିମା ପ୍ରଥା ବହୁ ପୁରାତନ ଯୁଗରୁ ଚାଲିଆସୁଛି ଯାହା କି ବର୍ତ୍ତମାନ ସୁଦ୍ଧା ଆମେ ପାଳନକରି ଆସୁଛେ। ଆଷାଢ଼ ପୂର୍ଣ୍ଣିମା, ଯାହାକୁ ସନାତନ ହିନ୍ଦୁ ସଂସ୍କୃତିରେ ପବିତ୍ର ଗୁରୁ…
Read More...
Read More...
***ମୋ ଆଖିରୁ***
ମୋ ଆଖିରୁ ଲୁହ ଟୋପେ ଝରିଲେ କାଳିଆ
ତୋତେ କି ଲାଗିବ ଭଲ.....
ଦୁଃଖରେ ମୁଁ ପଡି ପଡି ମରିଲେ କାଳିଆ
ତୋତେ କି ଲାଗିବ ଭଲ.....
କାଳିଆ.....(ଘୋଷା)
ଏ ସଂସାରେ ଆସିଛି ମୁଁ ତୋହରି ପାଇଁ
ଦେଇଛୁ ଜନ୍ମ ମୋତେ କଳା କହ୍ନାଇ…
Read More...
Read More...
କଜଳପାତି ବା କିଙ୍ଗ-କ୍ରୋ, ପକ୍ଷୀ ଜଗତର ବାଦଶାହ।
ବୋଲଗଡ଼,୧୨/୦୭(ପିପିଟି): କାଉ ତ କଳା କୋଇଲି କଳା, କଳାକଜଳ ପାତି। ଡାଳରେ ବସି ଆମରିକଥା, ଶୁଣୁଛି କାନ ପାତି।
କଜଳପାତି ଆମଦେଶରେ ପ୍ରତେକ ରାଜ୍ୟରେ ଦେଖିବାକୁ ମିଳିଥାନ୍ତି। ବିଶେଷ କରି ଆମରାଜ୍ୟରେ ଏହି ପକ୍ଷୀ ମଧ୍ୟ…
Read More...
Read More...
***ସଂସାର ରଥକୁ***
ସଂସାର ରଥକୁ ଟାଣି ଟାଣି ପ୍ରଭୁ
ଆୟୂଷ ଗଲାଣି ସରି....
ମୋ ଜୀବନ ରଥ ଟାଣି ନେଏ କାଳିଆ
ଯାଆନ୍ତି ସଂସାରୁ ତରି
ରେ କାଳିଆ ଯାଆନ୍ତି ସଂସାରୁ ତରି...!!
ଏ ମିଛ ସଂସାରେ ନାହିଁ ସୁଖ ଶାନ୍ତି
ମାୟାର ଜଞ୍ଜାଳ ଜାଲ....…
Read More...
Read More...
***ମଣିଷ କର୍ମ***
ଗଗନ ପବନ ହୁଏ ସ୍ତମ୍ଭିଭୂତ
ଜାଣି ତୁମ୍ଭ ରୀତି ନୀତି...
ମଣିଷ ହୋଇ ଯେ ମଣିଷ ପଣିଆ
ଭୁଲି ଯାଏ ପ୍ରତି ନିତି...!!
ମଣିଷ ଜନମେ ଅଛି ସୀମାରେଖା
ସୀମା ଉଲଂଘନ କଲେ...
ମଣିଷ ଖୋଳପା କରି ପରିଧାନ
ପଶୁ ଆଚରଣ କଲେ....!!…
Read More...
Read More...
***ଜହ୍ନ***
ପ୍ରତି ମାସରେ ଜହ୍ନ ତୁମେ ଆସ
ପୂର୍ଣ୍ଣ ରୂପ ନେଇ , ଦୀପ୍ତିମାନ ହୋଇ
ଢାଳି ଦିଅ ରଜତ ଜ୍ୟୋତ୍ସ୍ନା
ଗାଁ ରୁ ସହର
ଗୋହିରୀ ବିଲରୁ
ନଦନଦୀ ଗିରି କାନନକୁ ଛୁଇଁ.....!!
ତୁମ କୁ ଦେଖି
ବଦଳି ଯାଏ ସବୁ କ୍ଳାନ୍ତି - ଅବସାଦ…
Read More...
Read More...