Browsing Category

ସାହିତ୍ୟ

***ମୋ ଆଖିରୁ***

ମୋ ଆଖିରୁ ଲୁହ ଟୋପେ ଝରିଲେ କାଳିଆ ତୋତେ କି ଲାଗିବ ଭଲ..... ଦୁଃଖରେ ମୁଁ ପଡି ପଡି ମରିଲେ କାଳିଆ ତୋତେ କି ଲାଗିବ ଭଲ..... କାଳିଆ.....(ଘୋଷା) ଏ ସଂସାରେ ଆସିଛି ମୁଁ ତୋହରି ପାଇଁ ଦେଇଛୁ ଜନ୍ମ ମୋତେ କଳା କହ୍ନାଇ…
Read More...

କଜଳପାତି ବା କିଙ୍ଗ-କ୍ରୋ, ପକ୍ଷୀ ଜଗତର ବାଦଶାହ।

ବୋଲଗଡ଼,୧୨/୦୭(ପିପିଟି): କାଉ ତ କଳା କୋଇଲି କଳା, କଳାକଜଳ ପାତି। ଡାଳରେ ବସି ଆମରିକଥା, ଶୁଣୁଛି କାନ ପାତି। କଜଳପାତି ଆମଦେଶରେ ପ୍ରତେକ ରାଜ୍ୟରେ ଦେଖିବାକୁ ମିଳିଥାନ୍ତି। ବିଶେଷ କରି ଆମରାଜ୍ୟରେ ଏହି ପକ୍ଷୀ ମଧ୍ୟ…
Read More...

***ସଂସାର ରଥକୁ***

ସଂସାର ରଥକୁ ଟାଣି ଟାଣି ପ୍ରଭୁ ଆୟୂଷ ଗଲାଣି ସରି.... ମୋ ଜୀବନ ରଥ ଟାଣି ନେଏ କାଳିଆ ଯାଆନ୍ତି ସଂସାରୁ ତରି ରେ କାଳିଆ ଯାଆନ୍ତି ସଂସାରୁ ତରି...!! ଏ ମିଛ ସଂସାରେ ନାହିଁ ସୁଖ ଶାନ୍ତି ମାୟାର ଜଞ୍ଜାଳ ଜାଲ....…
Read More...

***ମଣିଷ କର୍ମ***

ଗଗନ ପବନ ହୁଏ ସ୍ତମ୍ଭିଭୂତ ଜାଣି ତୁମ୍ଭ ରୀତି ନୀତି... ମଣିଷ ହୋଇ ଯେ ମଣିଷ ପଣିଆ ଭୁଲି ଯାଏ ପ୍ରତି ନିତି...!! ମଣିଷ ଜନମେ ଅଛି ସୀମାରେଖା ସୀମା ଉଲଂଘନ କଲେ... ମଣିଷ ଖୋଳପା କରି ପରିଧାନ ପଶୁ ଆଚରଣ କଲେ....!!…
Read More...

***ଜହ୍ନ***

ପ୍ରତି ମାସରେ ଜହ୍ନ ତୁମେ ଆସ ପୂର୍ଣ୍ଣ ରୂପ ନେଇ , ଦୀପ୍ତିମାନ ହୋଇ ଢାଳି ଦିଅ ରଜତ ଜ୍ୟୋତ୍ସ୍ନା ଗାଁ ରୁ ସହର ଗୋହିରୀ ବିଲରୁ ନଦନଦୀ ଗିରି କାନନକୁ ଛୁଇଁ.....!! ତୁମ କୁ ଦେଖି ବଦଳି ଯାଏ ସବୁ କ୍ଳାନ୍ତି - ଅବସାଦ…
Read More...

***ମାଲ୍ଯବନ୍ତରେ ବର୍ଷା***

ଆସିଲାଣି ଧରି ମାଲ୍ଯବନ୍ତ ଗିରି କଳାଧଳା ମେଘ ମାଳା.... ଆଷାଢ଼ ପ୍ରବେଶ ହେବାରୁ ଅବଶ୍ଯ ଅମ୍ବରେ ବଉଦ ମେଳା....!! ସନ୍ଧ୍ଯା ଆଗତେ ସନ୍ଧ୍ୟା ଆକାଶେ ନୀଡେ ଗମେ ବକ ମାଳା.... ବିଚିତ୍ର କି ଶୋଭା କଳା ଧଳା ଆଭା…
Read More...

***ଜୀବନ ଗଣିତ***

ମାତୃ ଗର୍ଭେ ଭୃଣ ହେଲେ ସଞ୍ଚାରିତ ଆରମ୍ଭ ହୁଏ ଗଣିତ ଦଶ ମାସ ଦଶ ଦିନ ପୂର୍ଣ୍ଣ ହେଲେ ଶିଶୁ ହୁଅଇ ସମ୍ଭୁତ....!! ଷଷ୍ଠ ଦିନେ ଷଷ୍ଠୀ ମା' ଆସି ରାତ୍ରେ ଭାଗ୍ୟ ଲେଖଇ କପାଳେ.... ସେହି ଶିଶୁ ମର୍ତ୍ତ୍ୟେ ଲଭିଣ ଜନମ ଦଶା…
Read More...

***ବାପା***

ମା' ଯଦି ପୃଥିବୀ ବାପା ହେଲେ ଆକାଶ ବାପା କେବେ ମୌସୁମୀ ହୋଇ ବର୍ଷିଯାଏ ପୃଥିବୀରେ ଆଉ ବଦଳି ଯାଏ ସବୁ ରଙ୍ଗ ଅବନୀର....!! ବାପା : ସବୁ ଗରଳକୁ ନୀଳକଣ୍ଠ ପରି ପାନ କରିଯାନ୍ତି ଅହରହ ପରିବାରର ଖୁସି ପାଇଁ ଭରି…
Read More...

***ଗାଁ’ରେ ରଜ***

ଝାଳ ଗମ ଗମ ପହିଲି ରଜ ବରଷାର ଦେଖା ନାହିଁ..... ଦୋଳି ବାନ୍ଧିବାକୁ ବୃକ୍ଷ ଶାଖା ଶୂନ୍ୟ ଝୁଲିବ କେଉଁଠି ଯାଇ....!! ଗାଁ ଝିଅମାନେ ହୋଇ ସଜବାଜ ଖୋଜିଛନ୍ତି ତୋଟା ମାଳ.... ସବୁଠି ପଡିଆ ପଡ଼ିଅଛି ଭୂଇଁ…
Read More...

ବାର ଗୋଟି ସମ୍ମାନ ପାଇଲେ କବି କେଶବ ଚନ୍ଦ୍ର ନାୟକ ।

ମାଲକାନଗିରି,୦୮/୦୬(ପିପିଟି) :ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଓଡ଼ିଆ ସାହିତ୍ୟର ଯେଉଁଠି ସୂର୍ଯ୍ୟାସ୍ତ, ସେଠି ପଙ୍କରୁ ପଙ୍କଜ ଜନ୍ମଦେଲା ଭଳି ଅହରହ ଓଡ଼ିଆ ଭାଷା ସାହିତ୍ୟର ବିନ୍ଧାଣି କବି କେଶବ ଚନ୍ଦ୍ର ନାୟକ…
Read More...