Browsing Category
ସାହିତ୍ୟ
***ଆନନ୍ଦ***
ଦେଖ କେମିତି ଝରି ପଡୁଛି ଆନନ୍ଦ ଏଠି
ଯେଉଁଠି ଭୋକିଲା ପେଟକୁ
ଯୋଗାଏ ଯେ ଦୁଇ ପଟ ରୁଟି....!!
ଦେଖ କେମିତି ଝରି ପଡୁଛି ହସ ଓଠେ
ଅନାବୃତ୍ତ ଜୀର୍ଣ୍ଣ ବାସକୁ ଫେଡି
ଅନାବିଳ ସ୍ନେହେ
ଅର୍ପି ଦେଉଛି କିଏ ନବ ବସ୍ତ୍ର…
Read More...
Read More...
***ସ୍ବାଭିମାନ***
ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ବାଭିମାନ ରହିଛି। ସ୍ବାଭିମାନ ହେଉଛି ମଣିଷର ପୁଞ୍ଜି। ଯାହାର ସ୍ବାଭିମାନ ନାହିଁ, ସମାଜରେ
କିଛି ପରିବର୍ତ୍ତନ ହେବ ନାହିଁ। କିବା ଗତାନୁଗତିକ ରୀତିରେ ଚାଲିଥିବା ଚଳଣି ର ପରିମାର୍ଜି ହେବ…
Read More...
Read More...
***ପଖାଳ ଖିଆ***
ପଖାଳ ଖିଆର ମଜା
ପାଖରେ ଗୁଡ଼ାଏ ଭଜା ।
ଘରଣୀ ହାତର ରନ୍ଧା
ହୃଦୟ ପଡ଼ିଛି ବନ୍ଧା ।
ଗ୍ରୀଷମ ପ୍ରବେଶ ହେଲା
ପଖାଳେ ଚିତ୍ତ ବଳିଲା ।
ଖଟା ଦହି ସାଥେ ପ୍ରୀତି
ତୋରାଣି ତୃଷା ର ସାଥୀ ।
ଲେମ୍ବୁ କାକୁଡିର ମେଳ
ଭାଙ୍ଗେ…
Read More...
Read More...
***ମିଠା କଥା***
ଆଜି କାଲିକା ସମୟରେ ମିଠା କଥା କହୁଥିବା ଲୋକମାନଙ୍କୁ ତେଲୁଆ ବୋଲି କହିଲେଣି। କିଛି ସ୍ବାର୍ଥ ପାଇଁ ଚିକିଣିଆ କଥା
ବଖାଣିବାର ଏହାକୁ ପ୍ରୟୋଗ କରାଯାଏ। ନତବା ମିଠା କଥାର ଅଭିପ୍ରାୟ କ'ଣ? ମିଠା କଥା ସହିତ ମୁଚୁକୁନ୍ଦିଆ ହସ…
Read More...
Read More...
***ମାଂସର ବିଳାପ***
ଏବେ ମଦ, ମାଂସ,ଜୁଆ ଓ ସୁନ୍ଦରୀ ବେଶ୍ୟା କିଛି ବ୍ଯକ୍ତି ବିଶେଷଙ୍କର
ଆଭିଜାତ୍ୟର ଉପାଦାନ ବୋଲି ବିବେଚନା କରନ୍ତି। ଯେତେବେଳେ ହାତ ରେ ଗୁଡାଏ ଅର୍ଥ ଆସିଯାଏ, ସେହି ଧନାଢ୍ଯ ବ୍ୟକ୍ତିଟି ଖରାପ ମାର୍ଗରେ ଟଙ୍କା ଅପଚୟ କରିବାକୁ…
Read More...
Read More...
***ମୁଁ ଓ ମଧୁମେହ***
ବୟସ ଷାଠିଏ ପାର । ଆଠ ବର୍ଷ ତଳୁ ବ୍ଲଡ ସୁଗାର । ନିତି ଦିନ ବଟିକା ଗିଳା ଆଉ ସକାଳ ହେଉ କି ସଂଧ୍ୟା ରେ ଅଧଘଣ୍ଟାଏ ଚାଲିବା। ଠିକ୍ ସମୟରେ ଜଳ ଖିଆ ଖାଇବା । ଦିନରେ ଉଷୁନା ଭାତ, ରାତିରେ ଦି ଖଣ୍ଡ ରୁଟି ଖାଇବା,ତେଲ ମସଲା କମ,…
Read More...
Read More...
***ପ୍ରେମ ଋତୁ***
କି ସୁନ୍ଦର ଆମ୍ବ ଗଛ ଆମ୍ବ ବକୁଳ
କୁହୁ କୁହୁ ତାନେ ଡାକ ଛାଡେ କୋକିଳ...!!
ବସନ୍ତ ଆସିଲା ବୋଲି ହୋଇଲା ଜ୍ଞାତ
ଡାଳେ ଡାଳେ ହୋଲାଣି ପୁଷ୍ପ ବିକଶିତ...!!
ନବପଲ୍ଲବରେ ବିମଣ୍ଡିତ ପାଦପ
ସବୁଜ ସୁନ୍ଦର ବନ ହରେ…
Read More...
Read More...
***ଯାହା ଥିଲା ହସ***
ଯାହା ଥିଲା ହସ ଓଠରେ ମୋହର
ସବୁ ତ ଛଡାଇ ନେଲୁ.....
ଯାହା ଥିଲା ସୁଖ ଶିରୀ ଥିଲା ମୋ ଜୀବନେ
ଲୁହରେ ଭସାଇ ଦେଲୁ ରେ କାଳିଆ
ଦାଣ୍ଡର ଭିକାରୀ କଲୁ....(ଘୋଷା)
ଜାଣି ମୁଁ ନଥିଲି କପଟିଆ ବୋଲି
ଭଗାରି ହସା ତୁ କଲୁ....…
Read More...
Read More...
***ଜଗନ୍ନାଥ ନାମ ସଂସାରେ ସାର***
ଜଗନ୍ନାଥ ନାମ ସଂସାରେ ସାର
ଭଜୁଥାରେ ମନ ଭଜୁଥା....
ଏ ଭବ ସାଗରୁ କରିବେ ଉଦ୍ଧାର
ହରି ନାମ ସଦା ଗାଉଥା...!!
ଏହି କଳିକାଳ ରୀତି ବିପରିତ
ସବୁ ମାୟା ମୋହ ଜାଣିଥା....
ଯାହାକୁ ଭରସା କରିବୁ ଧନରେ
ସେହି ଛେଦିବ ତୋ…
Read More...
Read More...
***ହଳଦୀ ବସନ୍ତ***
ହଳଦୀ ବସନ୍ତ ବସନ୍ତେ ଉଭା
ପାଦପ ଶାଖାରେ ପାଉଛି ଶୋଭା..!!
ରଙ୍ଗ ହଳଦିଆ ତା ଟିକି ଡେଣା
ସୁମନ ଗୁଛରେ ଖୋଜେ ଠିକଣା..!!
ଚଞ୍ଚୁ ଘଷୁଥାଏ ସୁମନେ ଉଡି
ଟିକି ଟିକି ଡେଣା ଦିଅଇ ଝାଡି... !!
ପଲ୍ଲବ ଗହଳେ ଲୁଚାଇ ଦେହ…
Read More...
Read More...