Browsing Category
ସାହିତ୍ୟ
***ଭାରି ଶୀତ***
ଏବେ ଭାରି ଶୀତ
ସଂଜ ହେଉ ହେଉ
ଧୂଆଁଳିଆ ଦିଗବଳୟ
ପକ୍ଷୀ ମାନେ
ତରବରେ ନୀଡ଼ ବାହୁଡା଼
ସଭିଏଁ ନିରବ...!!
ଆଗତୁରା
ବେଳ ଘଡିଏ ଥାଉଣୁ
ସୂର୍ଯ୍ୟ ଲୁଚି ଯାଉଛି
ପର୍ବତ ଉହାଡରେ...
ବୋଧେ ଶୀତ ସହିତ
ଭିତିରିଆ ଚୁକ୍ତି…
Read More...
Read More...
***ଭକତ ହୃଦ ଚନ୍ଦନ ହେ ଚକାନୟନ***
ଭକତ ହୃଦ ଚନ୍ଦନ ହେ ଚକାନୟନ
ଚତୁର୍ଦ୍ଧାମୂରତି ଦେଖି ଭବୁ ମୁକ୍ତି
ହେବି ମୁହିଁ ଅନୁକ୍ଷଣ ହେ କଳାବଦନ...(ଘୋଷା)
ତୁମେ ତ ଭକତ ଭାବରେ ବନ୍ଧା ହେ
ଭକତ ଆପଣା ଜନ....
ଭକତ ଦେହରେ ଧୂଳି ପଡିଗଲେ
ପ୍ରକମ୍ପିତ ସିଂହାସନ....…
Read More...
Read More...
***ବଂଶୀ ସ୍ବନ ଶ୍ରୁତି***
ବଂଶୀ ସ୍ବନ ଶ୍ରୁତି ମଧୁର କରଇ
ଆଉ ସ୍ବର ସବୁ ତୁଚ୍ଛ ଗୋ...
କଳା କାହ୍ନୁ ନୃତ୍ୟ ତ୍ରିଭଙ୍ଗିମା ଠାଣି
ଆଉ ଯେତେ ନୃତ୍ୟ ପଛ ଗୋ...!!
ଏତେ କଳା କାହୁଁ ପାଇଲା କହ୍ନେଇ
ସ୍ତମ୍ବନ ମୋହନ ଯାଦୁ ଗୋ....
ଯାହା ସେ ଇଛିଲା ତାହା…
Read More...
Read More...
***ଦୁଃଖି ଶ୍ୟାମ ନାମ***
ଦୁଃଖି ଶ୍ୟାମ ନାମ ବହିଣ ଆପଣ
କେଉଁ ଦୁଃଖୀ ଦୁଃଖ ନାଶିଲ.....
ପତିତ ପାବନ ବାନା ଉଡାଇଣ
କେଉଁ ପତିତକୁ ତାରିଲ....
ଆହେ ଜନାର୍ଦ୍ଦନ....
ତୁମେ ଲଗାଇଛ ଭାବ ଅକାରଣ....!!
ତୁମ୍ଭେ ରହିଅଛ ବଡ ଦେଉଳରେ
ଷାଠିଏ ପଉଟି…
Read More...
Read More...
Friendship is one of the greatest anyone can ever wish for bonds .
Friendship is one of the greatest bonds anyone can ever wish for. Lucky are those who have friends they can trust. Friendship is a devoted relationship between two individuals. They…
Read More...
Read More...
***ବଦଳିଲା ଗାଁ ମୋର***
ମୋ ଗାଁ ରେ ନାହିଁ ମାଟି ରାସ୍ତା ଆଉ
ବର୍ଷା ଦିନେ ପାଦ-କାଦ...
ପକ୍କା ସଡକରେ ଯାତାୟାତ ଆଜି
ଗାଡି ମଟର ର ଶବ୍ଦ....!!
ଗାଁ ରେ ବିଜୁଳି ରାତି ଲାଗେ ଦିନ
ନାହିଁ କିରୋସିନି ବତୀ....
ଖରା ଦିନେ ଫ୍ୟାନ୍ ଘୂରେ ରାତି ଦିନ…
Read More...
Read More...
ତ୍ରିଧାରା ସାହିତ୍ଯ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ।
ବ୍ରହ୍ମପୁର,୦୯/୧୨(ପିପିଟି): ତ୍ରିଧାରା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...
Read More...
***ଶୀତ ସଂଗୀତ***
ଶୀତ ପାଇଁ ଲୋଡା ଗରମ ପୋଷାକ
ପଉଷ ମାଘ ର ଜାଡେ.....
ପାହାନ୍ତି ରାତିରେ ପଡ଼ିଲେ କାକର
ଛାତିରେ କରକୁ ଜଡେ....!!
ଗରିବର ନାହିଁ କୋଠା କି ପ୍ରାସାଦ
ଭଙ୍ଗା ଚାଳିଆରେ ବାସ....
ଶୀତ ମାଡି ଆସେ ଅବାଧରେ ଏଠି
ବାଧକ ଶ୍ବାସ…
Read More...
Read More...
***ତେଲମରା***
ଦଳେ ତେଲମରା ପ୍ରକୃତି ନିଆରା
ଚାଟୁକାର କଥା ଗପନ୍ତି.....
କାମ ହାତେଇବା ଉଦ୍ଦେଶ୍ୟ ଯାହାର
ଗଧକୁ ପଣ୍ଡିତ କହନ୍ତି.....!!
ତେଲମରା ଯେତେ ମୁଚୁକୁନ୍ଦା ହସ
ଫୁସୁରୁ ଫାସର ହୁଅନ୍ତି....
ଚୁଗୁଲୀ ଚପଟି ଛଅ ନଅ କହି…
Read More...
Read More...
Daughter is God’s way of saying, ‘thought you could use a lifelong friend; Social Worker Archana…
JAJPUR; Anytime if parents feel being surrounded by all the world's unhappiness, then try to spend some time with their daughter with all their heart, talk to her with all their…
Read More...
Read More...