Browsing Category

ସାହିତ୍ୟ

***ଲତା ପାଇଁ ଚିନ୍ତା***

ରଞ୍ଜାର ସାହାରା ନେଇ ଉପରକୁ ଉଠୁଥିବା ଲତା ତା'ର ଆଖି ଅଛି ଯେ ଦେଖି ଦେଖି ଯିବ ନା ତା'ର ପାଟି ଅଛି ଯେ ପଦେ ମନ କଥା କହିବ ସେମିତି ସେଇଠି ଗୁରୁଣ୍ଡୁ ଥିବ....!! ଲାଉ, କଖାରୁ, ତରଭୁଜ,କାକୁଡି, ପୋଟଳ,କଲରା, ମଟର…
Read More...

***ହାରିଯାଇଥିବା ଲୋକ***

କେତେ ଖଟିବ ଏ ରକ୍ତ ମାଂସ ଦେହକୁ ନେଇ ପ୍ରତି ମୁହୂର୍ତ୍ତରେ ଥକାପଣ ସୂର୍ଯ୍ୟର ପ୍ରଚଣ୍ଡ ପ୍ରକୋପରେ ଟାଣ ଖରା ସିଝାଇ ଦେଉଛି ମାଂସ ପୋଡି ଦେଉଛି ଚର୍ମ ଆବରଣ.... ତଥାପି ମେଣ୍ଟାଇ ପାରୁନି ଭୋକ ଆଉ ଅଭାବ.....!! ଏଇ…
Read More...

***ଆମ ଗାଁ ଚାଟଶାଳୀ***

ଆମ ଗାଁରେ ଛୋଟ ଛୋଟ ପିଲାମାନେ ପାଠ ପଢିବା ପାଇଁ ଏକ ଚାଟଶାଳୀ ଥିଲା। ଏକ ବଖରୀ,ମାଟି କାନ୍ଥ ଆଉ ନଡ଼ା ଛାଉଣୀ ଘର। ଆମେ ତଳେ ବସୁଥିଲୁ । ଯିଏ ଯାହା ଘରୁ ଆସନ ଆଣୁଥିଲା, ସେ ସେଥିରେ ବସୁଥିଲା। ଯାହାର ନାହିଁ,ସେ ମାଟିରେ…
Read More...

***ପୁରୁଣା ପାଣ୍ଡୁଲିପି***

ଏବେ ମୁଁ ବୟସର ଅପରାହ୍ନରେ ଉପନିତ।ଦୀର୍ଘ ଦିନର ବ୍ୟବଧାନ ପରେ ମୋ ଟିଣ ପେଟରେ ପଡ଼ିଥିବା ଅଦରକାରୀ ଖାତା ପତ୍ରକୁ ସାଉଁଟୁ ସାଉଁଟୁ ଗୁଡା ଚିରା ଫଟା ପୁରୁଣା ପାଣ୍ଡୁଲିପି ମିଳିଲା। ମୋ ଯୁବାବସ୍ଥାରେ କବି, ଲେଖକହେବାର ବଡ…
Read More...

***ମଝି ନଈ***

ଯେତେ ଡଙ୍ଗା ବୁଡିଛି ସବୁ ମଝି ନଈରେ ଏଠି ସୁଅ ପ୍ରଖର ଡଙ୍ଗା ଟଳମଳ.....!! ଦେଶି ଡଙ୍ଗାରେ ଗୁଡାଏ ଜୀବନ ନେଇ ଏପାଖରୁ ସେପାଖକୁ ପାରି କରିବାର ସଂକଳ୍ପ ସଂଭାବନା ନେଇ ନାଉରୀର କାତ ହିଁ ଭରସା.....!! ଖଣ୍ଡିଏ…
Read More...

***ଶୈଶବର ସ୍ମୃତି***

ତତ୍କାଳୀନ ସମୟରେ ଗାଁ ଗହଳରେ ମନୋରଞ୍ଜନର ମାଧ୍ୟମ କ'ଣ ଥିଲା ? ଯାହା ଥିଲା ହାତ ଗଣତି। ଆମେ ଯେତେବେଳେ ପିଲା ଥିଲୁ ଚାଟଶାଳୀ ଛୁଟି ହେଲା ପରେ କ'ଣ ଦିଟା ପଖାଳ ଗେଫିଦେଇ ଖେଳିବାକୁ ବାହାରି ପଡୁ । ସାଙ୍ଗ ସାଥିଙ୍କୁ ଡକାହକା…
Read More...

***ସାବିତ୍ରୀ ପୂଜା***

ସାବିତ୍ରୀ ଗୋ ଦେଖ ବଜାରର ଦର ହୁ ହୁ ହୋଇ ବଢୁଅଛି... ସତ୍ୟବାନ ଯେତେ ଫଳମୂଳ କିଣି ରକ୍ତଚାପେ ମୁଣ୍ଡ ପିଟୁଛି....।। ନଡ଼ିଆ ଗୋଟାକ ହେଲାଣି ପଚାଶ ଆପଲର ଭାଉ ତିନିଶ... କମଳା ଗୋଟାକ ତିରିଶି କହୁଛି ଅଙ୍ଗୁର କହୁଛି…
Read More...

***ବାରଙ୍ଗନା***

ଏଠି ସ୍ବର୍ଗ - ଏଠି ନର୍କ ପୁଳା ପୁଳା ସୁଖ ଦୁଃଖର ଚାରଣ ଭୂଇଁରେ କିଏ ଶୋଇଛି କ୍ଳାନ୍ତ ହୋଇ ନିରିହ ଶିଶୁ ପରି.... ସଂଜ ନଇଁ ଗଲା ପରେ ବାରଙ୍ଗାର ଛିଣ୍ଡା ମସିଣାରେ ବିଦଗ୍ଧ ରସିକର ଆର୍ତ୍ତନାଦ- ମୁଠାଏ ସ୍ବପ୍ନକୁ…
Read More...

***ଥୁଣ୍ଟା ବୃକ୍ଷର ଆତ୍ମ ଗ୍ଲାନି***

ସଂଧ୍ୟା ଉପଗତ ସେମିତି ନିଶ୍ଚଳରେ ଠିଆ ହୋଇଛି ମଲାଳିଆ ବୁଢ଼ା ଥୁଣ୍ଟା ବୃକ୍ଷ ନାହିଁ ପକ୍ଷୀ କଳରବ ଏକା ଏକା ନିର୍ଜନତା ଏଠି ସ୍ଵାର୍ଥ ପର ସବୁ ବିନା ସ୍ବାର୍ଥରେ ଆପଣର ପର....!! ଏହି ବୃକ୍ଷକୁ କିଏ ରୋପିଥିଲା ବନ…
Read More...