Browsing Category
ଜିଲ୍ଲା
ଆଜାଦୀ କା ଅମୃତ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ।
ମାଲକାନଗିରି,୨୦/୦୪(ପିପିଟି): ଆଜି ମାଲକାନଗିରି ଡିପିଆରସି କକ୍ଷ ଠାରେ ଭାରତ ସ୍ବାଧୀନତୀର ୭୫ ବର୍ଷ ପୂର୍ତ୍ତି ତଥ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆକାଂକ୍ଷା ଜିଲ୍ଲା ଭାବରେ ମାଲକାନଗିରି ଜିଲ୍ଲାରେ ପ୍ରଥମ…
Read More...
Read More...
ସମଗ୍ର ରାଜ୍ୟରେ କନ୍ଧମାଳ ଜିଲ୍ଲାର ଗୌରବ : ଆଇଟିଡିଏ ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରଥମ ।
କନ୍ଧମାଳ,୨୦/୦୪(ପିପିଟି): କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ଆଇଟିଡିଏ ରାଜ୍ୟରେ ଥିବା ୨୨ଗୋଟି ଆଇଟିଡିଏ ମଧ୍ୟରେ ଫୁଲବାଣୀ ଆଇଟିଡିଏ ହାସଲ କରିଛି ପ୍ରଥମ ସ୍ଥାନ। ଚଳିତବର୍ଷ ଜିଲ୍ଲା ପାଇଁ ଆଣିଦେଇଛି ଗୌରବ । ଫୁଲବାଣୀ,…
Read More...
Read More...
ପାଠ ପଢା ବଦଳରେ ରୋଷେଇ କରୁଛନ୍ତି ଛାତ୍ର,ସେରପଲ୍ଲୀ ହଷ୍ଟେଲରେ ଅବ୍ଯବସ୍ଥା ।
ମାଲକାନଗିରି,୨୦/୦୪(ପିପିଟି): ସରକାରୀ ସହାୟତାରେ ପାଠ ପଢ଼ିବା ପାଇଁ ଅଭିଭାବକ ପିଲାଙ୍କୁ ହଷ୍ଟେଲ ଛାଡ଼ିଥାନ୍ତି। ହେଲେ ହଷ୍ଟେଲରେ ରହି ପିଲାମାନଙ୍କୁ ପାଠ ପଢ଼ା ବଦଳରେ ରୋଷେଇ କାର୍ଯ୍ଯରେ ନିୟୋଜିତ କରାଯାଉଥିବା ଅଭିଯୋଗ…
Read More...
Read More...
ଦଶ ବର୍ଷ ହେଲାଣି ସରୁନି ଅଙ୍ଗନୱାଡି ଗୃହ ନିର୍ମାଣ,ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି କୁନି କୁନି ପିଲା।
ବୋଲଗଡ,୨୦/୦୪(ପିପିଟି): ବୋଲଗଡ ବ୍ଲକ ଶିକ୍ଷା ଅନ୍ତର୍ଗତ ଅସରଳା ଗ୍ରାମପଞ୍ଚାୟତ ସ୍ଥିତ ଅସରଳା ଗ୍ରାମରେ ଦେଖିବାକୁ ମିଳୁଛି ଅଭାବନୀୟ ଘଟଣା ।ଦେଶ ହେଉ ଅବା ରାଜ୍ୟ ଶିଶୁ ମୃତ୍ୟୁହାର ରୋକିବା ସହ ମା ଓ ଶିଶୁର ସୁରକ୍ଷା ତଥା…
Read More...
Read More...
ଖସି ଯାଉଥିବା ବେଳେ ଗଞ୍ଜେଇ ବୋଝେଇ ଭ୍ୟାନ ଦୁର୍ଘଟଣାର ଶିକାର ।
ଭଞ୍ଜନଗର,୨୦/୦୪(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ପିକ୍ ଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଏଥିରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି।…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୦୮।
ଭୁବନେଶ୍ବର ୨୦/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୦୮ ପଜିଟିଭ ସଂଖ୍ୟା ୧୨,୮୭,୯୫୯ ଚିହ୍ନଟ ହୋଇଛନ୍ତି ୧୨,୭୮,୬୭୨ ଜଣ ସୁସ୍ଥ ହୋଇଥିବା ବେଳେ ୧୧୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୪ ଜଣଙ୍କର ମୃତ୍ୟୁ ଘଟିଛି…
Read More...
Read More...
ପାଟପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ; ୪୧୭ କେଜି ଗଞ୍ଜେଇ ଜବତ ସହ ୩ ଜଣ ଗିରଫ ।
ସାନଖେମୁଣ୍ଡି,୧୯/୦୪(ପିପିଟି): ଆଜି ପାଟପୁର ପୋଲିସ ପକ୍ଷରୁ ଘାଷିଆମ୍ବ ଗ୍ରାମର ଏକ ଘରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ…
Read More...
Read More...
ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ର ଟ୍ରାଏଲ କାର୍ଯ୍ୟକ୍ରମ ।
କୋଦଳା,୧୯/୦୪(ପିପିଟି): ମଙ୍ଗଳବାର ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କିନାରୀ ଛକ ଠାରେ ନିର୍ମିତ ହେଉଥିବା ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ମଳ ଉପଚାର ସୁବିଧା କେନ୍ଦ୍ର )ର ପରୀକ୍ଷା ମୂଳକ ଉଦଘାଟନ କାର୍ଯ୍ୟକ୍ରମ…
Read More...
Read More...
ଅତ୍ୟାଧୁନିକ ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ।
ହିଞ୍ଜିଳିକାଟୁ,୧୯/୪(ପିପିଟି): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୧୯ କହ୍ନେଇ ମାର୍ଗ ଠାରୁ ଗୋପବନ୍ଧୁ ମାର୍ଗ ପର୍ଯ୍ୟନ୍ତ ନାଳ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ନାଗରିକ ସୁଚନା ଫଳକ…
Read More...
Read More...
ଗ୍ରାମୀଣ ପାନୀୟଜଳ ଯୋଗାଣ ନେଇ ସମୀକ୍ଷା।
ପୋଲସରା,୧୯/୦୪(ପିପିଟି): ପୋଲସରା ପଞ୍ଚାୟତ ସମିତି ସଭା ଗୃହ ଠାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଗ୍ରୀଷ୍ମପ୍ରବାହ ସମୟରେ ପାନୀୟ ଜଳ…
Read More...
Read More...