Browsing Category

ଜିଲ୍ଲା

ପ୍ରଥମ ପର୍ଯ୍ଯାୟ ଭୋଟ ଶେଷ, ପୋଲସରା ବ୍ଲକରେ ୬୭.୦୬ ପ୍ରତିଶତ ଭୋଟ।

ପୋଲସରା,୧୬/୦୨(ପିପିଟି):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୨୬ଟି ପଞ୍ଚାୟତର ୨୬୯ ଟି ବୁଥରେ ଶାନ୍ତିପୂର୍ଣ୍ଣ ମତଦାନ ସରିଛି। ନିର୍ବାଚନ ପୂର୍ବ ଦିନ କଳମ୍ବ ଓ ମନ୍ଦାର ପଞ୍ଚାୟତରେ ଉତ୍ତେଜନା ଓ ଆକ୍ରମଣକୁ ନେଇ ଥାନାରେ ମାମଲା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୫୨।

ଭୁବନେଶ୍ବର ୧୬/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୫୨ ପଜିଟିଭ ସଂଖ୍ୟା ୧୨,୭୯,୮୯୮ ଚିହ୍ନଟ ହୋଇଛନ୍ତି ୧୨,୬୧,୪୬୭ ଜଣ ସୁସ୍ଥ ହୋଇଥିବା ବେଳେ ୯,୪୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮,୯୪୫ ଜଣଙ୍କର ମୃତ୍ୟୁ…
Read More...

ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ, ତିନି ଜୋନରୁ ୭୮ ହଜାର ୭୪୪ ମତଦାତା ମତ ସାବ୍ୟସ୍ତ କରିବେ ।

ବାଲିଗୁଡା,୧୬/୦୨(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନର ଆଜି ଭୋଟ ଗ୍ରହଣ ହେବ । ବାଲିଗୁଡା ବ୍ଲକରେ ୧୮୩ ବୁଥ ରେ ୩୮୧୩୬ ଜଣ ଭୋଟର…
Read More...

କଂଗ୍ରେସ ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟାଙ୍କ ପାଇଁ ପ୍ରଚାର କଲେ ବିଧାୟକ ରମେଶ ଚନ୍ଦ୍ର ଜେନା ।

ବ୍ରହ୍ମପୁର, ୧୫/୦୨(ପିପିଟି): ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଉଡ଼ିଆ ପଞ୍ଚାୟତରେ ଆଜି ଗଞ୍ଜାମ ଜିଲ୍ଲା ଜାତୀୟ କଂଗ୍ରେସ ସଭାପତି ତଥା ବିଧାୟକ ସାନଖେମୁଣ୍ଡି ରମେଶ ଚନ୍ଦ୍ର ଜେନା ଜୋରଦାର ପ୍ରଚାର କରିଥିବା ଦେଖିବାକୁ…
Read More...

କଳମ୍ବରେ ବିଜେଡିରେ ଗୋଷ୍ଠୀ କନ୍ଦଳ;ସରପଞ୍ଚଙ୍କୁ ଆକ୍ରମଣ।

ପୋଲସରା,୧୫/୦୨(ପିପିଟି): ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଆଜି ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ଉଗ୍ର ରୁପ ଧାରଣ କରିଛି। ଗୋଟିଏ ଗୋଷ୍ଠୀ ଆଜି ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି…
Read More...

କବୟିତ୍ରୀ ସ୍ନେହଲତା ଦ୍ୱିବେଦୀଙ୍କୁ ସମ୍ବର୍ଦ୍ଧନା ।

ମାଲକାନଗିରି,୧୫/୦୨(ପିପିଟି): କଟକ ମାଟିର ସନ୍ତାନ ବରିଷ୍ଠ କବୟିତ୍ରୀ ସ୍ନେହଲତା ଦ୍ୱିବେଦୀଙ୍କ ମାଲକାନଗିରି ଗସ୍ତ ଅବସରରେ କୁଡୁମୁଲୁଗୁମ୍ମା ଡାର୍ୱିନ୍ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ…
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ସମସ୍ତ ପ୍ରସ୍ତୁତ ସନ୍ତୋଷଜନକ ହୋଇଛି ।

ଛତ୍ରପୁର,୧୫/୦୨(ପିପିଟି): ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆସନ୍ତା କାଲି ୧୬ ଫେବୃୟାରୀ ତାରିଖ ଦିନ ଶେରଗଡ, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି, ଦିଗପହଣ୍ଡି ଏବଂ ପୋଲସରାର ସମସ୍ତ ବୁଥ୍…
Read More...

ଚିତ୍ରାଳୟ ସଂସ୍ଥା ପ୍ରତି ପ୍ରଶାସନର ଶୁଭ ଦୃଷ୍ଟି ଦେବାକୁ ଦାବି।

ବ୍ରହ୍ମପୁର,୧୪/୦୨(ପିପିଟି):ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଗୋସାଇଁ ନୂଆଗାଁ କାଳୁଆ ହୋଟେଲ୍ ସଭା କକ୍ଷ ଠାରେ ଏକ ବରାଦି ବୈଠକ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ସାମନ୍ତରାଙ୍କ…
Read More...

ଭଞ୍ଜନଗର ମେଡ଼ିକାଲରେ ନୂତନ ଏକ୍ସରେ ମେସିନ କାର୍ଯ୍ୟକ୍ଷମ ।

ଭଞ୍ଜନଗର,୧୪/୦୨(ପିପିଟି): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସୋମବାର ଏକ ଦନ୍ତ ଏକ୍ସରେ ମେସିନର ଶୁଭାରମ୍ଭ ହୋଇଛି। ଉପଖଣ୍ଡ ମେଡିକାଲ୍ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ବିପଦର ବନ୍ଧୁ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର; ୩୩ୟୁନିଟ ରକ୍ତ ସଂଗ୍ରହ ।

ଭଞ୍ଜନଗର,୧୪/୦୨(ପିପିଟି): ୨୦୧୯ ଫେବୃଆରୀ ୧୪, ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ୩ବର୍ଷ ପୂରଣ ହୋଇଛି। ଦେଶ ପାଇଁ ସହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ୟରେ ବିପଦର ବନ୍ଧୁ, ଭଞ୍ଜନଗର ତରଫରୁ ଆଜି…
Read More...