Browsing Category

ଜିଲ୍ଲା

ମୋଟୁ ବନ୍ୟା ବିପନ୍ନ ଲୋକଙ୍କୁ ସ୍ୱାସ୍ଥ୍ଯ କିଟ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ ।

ମାଲକାନଗିରି,୨୦/୦୭(ପିପିଟି):ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା, ଭୁବନେଶ୍ୱର ତରଫରୁ ଏକ ଶହ ସ୍ୱାସ୍ଥ୍ୟ କିଟ୍ ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ପ୍ରଭାବିତ ଅଞ୍ଚଳ ମୋଟୁ, ବିନାୟକପୁର ଏବଂ…
Read More...

ସାଗରଗୁଆଁ ସେବାସମବାୟ ସମିତି ଲିଃ ର ନୂତନ ସଭାପତି ଦାୟିତ୍ୱ ଗ୍ରହଣ ।

ବୋଲଗଡ଼,୨୦/୦୭(ପିପିଟି):ବୋଲଗଡ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ସେବା ସମବାୟ ଲିଃ ର ନୂତନ ସଭାପତି କୃଷ୍ଣ ଚନ୍ଦ୍ର ବାରିକ ଦାୟିତ୍ବ ଗ୍ରହଣ କରିବା ପାଇଁ ସେବା ସମବାୟ ସମିତି ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ…
Read More...

ଚୁଡ଼ଙ୍ଗପୁର ନୋଡାଲ ସ୍କୁଲ୍ ଠାରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଶିବିର ଅନୁଷ୍ଠିତ ।

ସାନଖେମୁଣ୍ଡି,୨୦/୦୭(ପିପିଟି):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୁର ପଞ୍ଚାୟତର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଓଡିଶା ସରକାରଙ୍କ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଆନୁକୂଲ୍ୟରେ ସାମାଜିକ…
Read More...

ପଢ଼ିବା ମିଶନ-୨୦୨୨ ଉଦଘାଟିତ ।

ମାଲକାନଗିରି,୨୦/୦୭(ପିପିଟି):ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟର ସଭାଗୃହରେ ପଢ଼ିବା ମିଶନ- ୨୦୨୨ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ସପ୍ତାହ ଧରି ଚାଲିବ, ପର୍ଯ୍ଯାୟକ୍ରମେ ଛାତ୍ରଛାତ୍ରୀମାନଙ୍କର ପଢ଼ିବା…
Read More...

ପୁରୁଣା ୱାରେଣ୍ଟ ବଳରେ ଜଣେ ଗିରଫ ।

ଭଞ୍ଜନଗର,୧୯/୦୭(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କାଳିଆ ପଲି ଗ୍ରାମର ନାରାୟଣ ନାୟକଙ୍କ ପୁଅ ପବିତ୍ର ନାୟକ ଓରଫ ରାହୁଲକୁ ପୁରୁଣା ୱାରେଣ୍ଟ ବଳରେ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତା ନାମରେ ଭଞ୍ଜନଗର…
Read More...

ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ; ଭୟଭୀତ ଗ୍ରାମବାସୀ ।

ଗ୍ରାମବାସୀ ଭଞ୍ଜନଗର,୧୯/୦୭(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜରେ ହାତୀ ମାନେ ସକ୍ରିୟ ଥିବା ଜଣାପଡ଼ିଛି। ଅଧିକାଂଶ ସମୟରେ ଏହି ବନାଞ୍ଚଳରେ ହାତୀ ପଲ ଚଳପ୍ରଚଳ ହେଉଥିବା ଦେଖାଯାଇଛି। ଯାହା ଫଳରେ ଗତ ୬ତାରିଖରେ…
Read More...

ମାଲକାନଗିରି ବିଡିଓଙ୍କୁ ବଦଳି ପାଇଁ ସରପଞ୍ଚ ମାନଙ୍କ ଦାବି ।

ମାଲକାନଗିରି,୧୯/୦୭(ପିପିଟି): ମାଲକାନଗିରି ବିଡିଓ ଉନ୍ନୟନ କାର୍ଯ୍ଯରେ ବାଧକ ସାଜିଥିବାରୁ ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ୧୯ ଜଣ ସରପଞ୍ଚ ଜିଲ୍ଲାପାଳଙ୍କ ମାଧ୍ଯମରେ ମୁଖ୍ଯ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।…
Read More...

ସ୍ବେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ “ପ୍ରଥମ ” ର ୯୨ % ସଫଳତା ।

ପୋଲସରା,୧୯/୦୭(ପିପିଟି): ଏକ ଅଗ୍ରଣୀ ସ୍ବେଛାସେବୀ ଶିକ୍ଷା ଅନୁଷ୍ଠାନ ''ପ୍ରଥମ'' ପୋଲସରା ଓ ବୁଗୁଡ଼ା ବ୍ଲକରେ ଦୀର୍ଘ ୧୨ ବର୍ଷ ହେଲା ଅଧାରୁ ପାଠ ଛାଡିଦେଇଥିବା ବିଦ୍ୟାର୍ଥୀ ଓ ମହିଳାମାନଙ୍କୁ ଦଶମ ବୋର୍ଡ ପରୀକ୍ଷାରେ…
Read More...

ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।ମ

ବାଲିଗୁଡା,୧୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ…
Read More...

ନେଟଙ୍ଗା ସେବା ସମବାୟ ସଭାପତି ଭାବେ ପ୍ରହଲ୍ଲାଦ ଲେଙ୍କା ନିର୍ବାଚିତ ।

ବେଲଗୁଣ୍ଠା,୧୯/୦୭(ପିପିଟି): ଆଜି ବେଲଗୁଣ୍ଠା ବ୍ଲକ ନେଟଙ୍ଗା ସେବା ସମବାୟ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା ସେବା ସମବାୟ ସମିତି ଅଧ୍ୟକ୍ଷ ରୂପେ ନିର୍ବାଚିତ…
Read More...