Browsing Category

ଜିଲ୍ଲା

ଓଟିଡିସି ପକ୍ଷରୁ ପେପର ପ୍ଲେଟ ମେସିନ୍ ପ୍ରଦାନ।

ବୋଲଗଡ଼,୧୨/୦୫(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ବିଶ୍ୱ ନାଥପୁର ଓ ଅନନ୍ତାପଲ୍ଲୀ ଗ୍ରାମର ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଓ ଟି ଡି ସି ପକ୍ଷରୁ ପେପର ପ୍ଲେଟ ମେସିନ୍ ପ୍ରଦାନ କରାଯାଇଥିଲା। ଏଥିରେ ଓ…
Read More...

ପାଇଲିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଶିକ୍ଷା ।

ବେଲଗୁଣ୍ଠା,୧୨/୦୫(ପିପିଟି):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୪୮ନମ୍ବର ଜୋନ ଜିଲ୍ଲାପରିଷଦ ତଥା ଜନାରୋଗ୍ୟ କଲ୍ୟାଣ ସମିତିର ଅଧ୍ୟକ୍ଷ ସୁଧୀର କୁମାର ଜେନାଙ୍କ ପୌରୋହିତ୍ୟରେ ଏକ ଦିନିକିଆ ଯୋଗ…
Read More...

ହିଞ୍ଜିଳି ପୋଲିସ ଦ୍ୱାରା ଦୁଇ ଅନ୍ତଃରାଜ୍ୟ ବାଇକ୍ ଲୁଟେରା ଗିରଫ ,ତିନି ବାଇକ୍ ଜବତ ।

ବ୍ରହ୍ମପୁର,୧୨/୦୫(ପିପିଟି):ହିଞ୍ଜିଳି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ଘେରରେ ଦ୍ରୁତଗତିରେ ଯାଉଥିବା ଦୁଇ ବାଇକ୍ ଲୁଟେରାଙ୍କୁ ଅଟକ ରଖି ପଚରା ଉଚରା କରିବାସହ ତାଙ୍କଠାରୁ ତିନୋଟି ବାଇକ୍ ଉଦ୍ଧାର କରିଥିବା ସୂଚନା…
Read More...

ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ତାଲିମ୍ ଶିବିର ।

ଛତ୍ରପୁର,୧୨/୦୫(ପିପିଟି): ଓଡିଶା ସରକାରଙ୍କ ଶକ୍ତି ବିଭାଗ ତରଫରୁ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ଇଂ ଅଶୋକ ନନ୍ଦ ଓ ତାରକେଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଦୁଇ ଦିନିଆ ତାଲିମ୍ ଶିବିର…
Read More...

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ସମେତ ଚାରି ନିଲମ୍ବିତ ।

କନ୍ଧମାଳ,୧୨/୦୫(ପିପିଟି): ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ବିଳମ୍ବରେ ହେଲେ ବି ବୁଧବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ପୂର୍ବତନ ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର…
Read More...

୫ ଜଣ ଅନାଥ ଶିଶୁଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ ।

ବାଲିଗୁଡା,୧୨/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମର ୫ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରିଛି ।ଏହି ୫ ଅନାଥ ଶିଶୁଙ୍କୁ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୪ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୨/୦୫: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ଆନ୍ତଃଗ୍ରାମ୍ୟ କ୍ରୀଡା ପରିଷଦ ୧୬ ତମ ବାର୍ଷିକ ଉତ୍ସବ ।

କଟକ,୧୨/୦୫(ପିପିଟି) : କଟକ ସଦର ଅନ୍ତର୍ଗତ ଅରିଲୋ ପଞ୍ଚାୟତ କୋଟୁଆଁ ଖେଳପଡିଆରେ ଆନ୍ତଃଗ୍ରାମ୍ୟ କ୍ରୀଡା ପରିଷଦ ୧୬ ତମ ବାର୍ଷିକ କ୍ରୀଡା ପ୍ରତଯୋଗିତା ଉଜ୍ଜାପିତ ହୋଇଯାଇଛି। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ…
Read More...

ବୋଲଗଡରେ ଏଚ.ଡି.ଏଫ.ସି. ବ୍ୟାଙ୍କର ଏ.ଟି.ଏମ. ସେବା ଆରମ୍ଭ।

ବୋଲଗଡ଼,୧୨/୦୫(ପିପିଟି): ବୋଲଗଡ଼ ବ୍ଲକ ଅଞ୍ଚଳର ଡାବରଧୁଆ ପାଟଣା ଗ୍ରାମରେ କାର୍ଯ୍ୟରତ ଏଚଡିଏଫସି ବ୍ୟାଙ୍କ ଶାଖା ପକ୍ଷରୁ ଆଜି ବୋଲଗଡ ସଦର ମହକୁମାରେ ଏକ ଏ.ଟି.ଏମ. କାଉଂଟର ଖୋଲିଲା । ଏହାଦ୍ୱାରା ଏହି ବ୍ୟାଙ୍କର ଦୁଇହଜାରରୁ…
Read More...

ଆସନ୍ତା ୧୬ତାରିଖରୁ ଭଞ୍ଜନଗର ଠାରେ ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀ ।

ଭଞ୍ଜନଗର,୧୧/୦୫(ପିପିଟି): ଭଞ୍ଜନଗର ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଆସନ୍ତା ୧୬ତାରିଖ ଠାରୁ ଜୁନ ୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ଅଗ୍ରଣୀ ହସ୍ତଶିଳ୍ପ ଅନୁଷ୍ଠାନ ଓଡ଼ିଶା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ…
Read More...